ETV Bharat / city

ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ନେଇ ପ୍ରସ୍ତୁତି ଶେଷ: ବିଏମସି କମିଶନର - ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ନେଇ ପ୍ରସ୍ତୁତି

ରାଜଧାନୀରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ନେଇ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ସୂଚନା ଦେଲେ ବିଏମସି କମିଶନର । ଅଧିକ ପଢନ୍ତୁ...

ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ନେଇ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି: ବିଏମସି କମିଶନର

author img

By

Published : Jan 20, 2021, 7:22 PM IST

ଭୁବନେଶ୍ବର: ରାଜଧାନୀରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ନେଇ ପ୍ରସ୍ତୁତ ଅଛନ୍ତି ସରକାର । ଟୀକାକରଣ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାଜ୍ୟରେ ଟୀକାକରଣକୁ ସରଳୀକରଣ କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟରେ ଯଦି କୋଭିସିଲ୍ଡ ଟିକା ଆସିବ ତେବେ ଲୋକଙ୍କୁ ଏହି ଟୀକା ହିଁ ଦିଆଯିବ । ପୂର୍ବରୁ ୨୦ ହଜାର କୋଭାକ୍ସିନ ଟିକା ଆସିଥିଲା, ଯାହା ଏବେ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଉଛି । ଏହାସହ ଯେଉଁମାନେ କୋଭାକ୍ସିନର ପ୍ରଥମ ଡୋଜ ପାଇଛନ୍ତି ସେମାନଙ୍କୁ ୨୮ ଦିନ ପରେ ସେହି ଟିକା ଦିଆଯିବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ନେଇ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି: ବିଏମସି କମିଶନର

ଏକଦା ରାଜ୍ୟର ହଟସ୍ପଟ କୁହାଯାଉଥିବା ଭୁବନେଶ୍ବରରେ ସଂକ୍ରମିତଙ୍କ ସଂଖ୍ୟା ଏବେ ଶୂନ ଆଡକୁ ଗତି କରୁଛି । ଗତ 24 ଘଣ୍ଟାରେ 6 ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 8 ଜଣ ସୁସ୍ଥ ହୋଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.