ETV Bharat / city

ରାଜ୍ୟରେ ଋତୁକାଳୀନ ବର୍ଷାର ରେକର୍ଡ - ରାଜ୍ୟରେ ଋତୁ କାଳୀନ ବର୍ଷାର ରେକର୍ଡ

ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି ସକ୍ରିୟ ରହିଛି । ଏହାର ପ୍ରଭାବରେ ପ୍ରାୟ ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ତେବେ ନଜର ପକାନ୍ତୁ କଣ ରହିଛି ରାଜ୍ୟରେ ବର୍ଷା ରେକର୍ଡ...

ରାଜ୍ୟରେ ଋତୁକାଳୀନ ବର୍ଷାର ରେକର୍ଡ
ରାଜ୍ୟରେ ଋତୁକାଳୀନ ବର୍ଷାର ରେକର୍ଡ
author img

By

Published : Aug 17, 2020, 2:37 PM IST

ଭୁବନେଶ୍ୱର: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି ସକ୍ରିୟ ରହିଛି । ଏହାର ପ୍ରଭାବରେ ପ୍ରାୟ ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ତେବେ ନଜର ପକାନ୍ତୁ କଣ ରହିଛି ରାଜ୍ୟରେ ବର୍ଷା ରେକର୍ଡ...

୧ ଜୁନ ରୁ ୧୭ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାରେ ୭୨୩.୨ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୭୭୨.୯ ମିମି ଠାରୁ ୬ % ପ୍ରତିଶତ କମ ।

୧ ଜୁନ ରୁ ୧୭ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ୫ଟି ଜିଲ୍ଲା ବାଲେଶ୍ୱର (-୩୩%), ଖୋର୍ଦ୍ଧା (-୨୭%),ପୁରୀ (- ୨୪%) , ମୟୂରଭଞ୍ଜ(-୨୨%),ନବରଙ୍ଗପୁର(-୨୦%) ଠାରେ ସ୍ୱାଭାବିକ ବର୍ଷା ଠାରୁ କମ ବର୍ଷା ରେକର୍ଡ କରାଯାଇଛି ।

୧ ଜୁନ ରୁ ୧୭ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ୨୪ ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ୧ ଜୁନ ରୁ ୧୭ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ଅବଶିଷ୍ଟ ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ୱାଭାବିକ ବର୍ଷା ଠାରୁ ୪୧% ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି ।

୧ ଜୁନ ରୁ ୧୭ ଅଗଷ୍ଟ ୨୦୨୦ ମଧ୍ୟରେ ବାଲେଶ୍ୱର ସର୍ବନିମ୍ନ ୫୨୨.୫ ମିମି ଯାହା ସ୍ଵାଭାଵିକ ବର୍ଷା ୭୭୮.୮ ମିମି ଠାରୁ ୩୩ % ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ୧ ଜୁନ ରୁ ୧୭ ଅଗଷ୍ଟ ୨୦୨୦ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୧୯୯.୧ ମିମି ଯାହା ସ୍ୱାଭାବିକ ବର୍ଷା ୮୪୭.୫ ମିମି ଠାରୁ ୪୧% ପ୍ରତିଶତ ଅଧିକ ।

ଭୁବନେଶ୍ୱରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.