ETV Bharat / city

Cyclone Jawad Effect: ୧୯ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ସରକାର

author img

By

Published : Dec 3, 2021, 9:43 PM IST

ସାମୁଦ୍ରିକ ବାତ୍ୟା ଜୱାଦକୁ ନେଇ ରାଜ୍ୟରେ ୧୯ ଜିଲ୍ଲାର ସ୍କୁଲକୁ ଛୁଟି ଘୋଷଣା କଲେ ସରକାର । ରବିବାର ସାମୁଦ୍ରିକ ବାତ୍ୟା ଜୱାଦ ପୁରୀ ସ୍ଥଳଭାଗ ଛୁଇଁବ। ଅଧିକ ପଢନ୍ତୁ

school and mass education department of odisha
Cyclone Jawad Effect: ରାଜ୍ୟରେ ୧୯ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ବର: ଆସନ୍ତାକାଲି 19 ଟି ଜିଲ୍ଲାରେ ସ୍କୁଲ ଛୁଟି। ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି ଆସନ୍ତାକାଲି 19 ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏନେଇ ବିଦ୍ୟାଳୟ ଗଣଶିକ୍ଷା ବିଭଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ଗଜପତି ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡା, କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଅନୁଗୁଳ,ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ,ଯାଜପୁର ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଛୁଟି ରହିବ । ଏନେଇ ସମସ୍ତ ଜିଲ୍ଲାପାଳ ଓ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାର ପୂର୍ବ ଆକଳନ ଅନୁଯାୟୀ ସରକାର ସମସ୍ତ ପ୍ରସ୍ତୁତି କିରଛନ୍ତି ।

ଭୁବନେଶ୍ବରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.