ETV Bharat / city

‘ନଭେମ୍ବର ଶେଷ ଆଡକୁ ଖୋଲିବ ସ୍କୁଲ’ - school reopen from this month

ନଭେମ୍ବରରେ ଖୋଲିବ ସ୍କୁଲ
ନଭେମ୍ବରରେ ଖୋଲିବ ସ୍କୁଲ
author img

By

Published : Nov 4, 2020, 1:04 PM IST

Updated : Nov 4, 2020, 2:27 PM IST

12:55 November 04

ଚଳିତ ମାସରେ ଖୋଲିବ ସ୍କୁଲ । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଭୁବନେଶ୍ବର: ଚଳିତ ମାସରେ ଖୋଲିବ ସ୍କୁଲ । ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।  ନବମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କର ହେବ କ୍ଲାସ ।

ନଭେମ୍ବରରେ ସ୍କୁଲ ଖୋଲିବା ନେଇ ବିଭାଗୀୟ ବୈଠକ ସହ ନିଷ୍ପତ୍ତି ନିଆଯାଇଛି । ଏଥିରେ ପାଞ୍ଚଟି ଅଂଶୀଦାରଙ୍କ ସହ ଆଲୋଚନା ଚାଲିଛି । ଯଦି ପିଲାଙ୍କୁ ଛାଡିବାକୁ ଅଭିଭାବକ ରାଜି ନ ହୁଅନ୍ତିୁ ତେବେ ଅନଲାଇନ କ୍ଲାସ ବ୍ୟବସ୍ଥା କରାଯିବ । ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁତି ଚାଲିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଦିଗରେ ଜିଲ୍ଲାପାଳ ଓ ଡିଇଓମାନଙ୍କ ସହ ମଧ୍ୟ ଆଲୋଚନା କରାଯିବ । ତେବେ ଲକାଡଉନ ଯୋଗୁଁ 30 ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇଛି । ବଳକା 70 ପ୍ରତିଶତ ହ୍ରାସ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । 

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Nov 4, 2020, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.