ETV Bharat / city

ବୁଧବାରଠୁ ଆରମ୍ଭ ହେବ ଯୁକ୍ତ ତିନି 2ୟ ବର୍ଷ ଓ PG ପ୍ରଥମ ବର୍ଷ ପାଠପଢା

author img

By

Published : Feb 9, 2021, 4:00 PM IST

Updated : Feb 9, 2021, 4:28 PM IST

ରାଜ୍ୟରେ ଆସନ୍ତାକାଲି ଠାରୁ +3 ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଓ କଲେଜ ଖୋଲିବ । ଅଧିକ ପଢନ୍ତୁ...

କାଲିଠୁ କୋଲିବ  +3 ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ ପାଇଁ ସ୍କୁଲ ଓ କଲେଜ

ଭୁବନେଶ୍ବର: ରାଜ୍ୟରେ ଆସନ୍ତାକାଲି ଠାରୁ +3 ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଓ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କୋଭିଡ ନିୟମ ଅନୁସାରେ ଏହି ଦୁଇ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

କାଲିଠୁ ଖୋଲିବ +3 ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ ପାଇଁ ସ୍କୁଲ ଓ କଲେଜ

ନିଷ୍ପତ୍ତି ସମ୍ପର୍କରେ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀ ମାନେ ଠିକ ଭାବରେ କୋଭିଡ ନିୟମ ଅନୁପାଳନ ସହ କିପରି ହଷ୍ଟେଲରେ ରହିପାରିବେ ତା ଉପରେ ଧ୍ୟାନ ଦେବା ପାଇଁ ସମ୍ପୃକ୍ତ ସ୍କୁଲ ଓ କଲେଜର କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଛାତ୍ରଛାତ୍ରୀ ମାନେ ହଷ୍ଟେଲରେ ରହିବାବେଳେ ସାମାଜିକ ଦୂରତା ରକ୍ଷା କରିବେ, ମାସ୍କ ପିନ୍ଧିବେ ଓ ହାତ ସାନିଟାଇଜର କରିବେ ସେନେଇ ସଚେତନତା କରାଯିବ । ହଷ୍ଟେଲ ଓ କଲେଜରେ ଛାତ୍ରଛାତ୍ରୀ ମାନେ କିଭଳି ଭାବରେ କୋଭିଡ ନିୟମ ମାନି ରହିବେ ତା ଉପରରେ ଗୁରୁତ୍ବ ଦିଆଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Feb 9, 2021, 4:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.