ETV Bharat / city

ଏସସିବିରେ 2 କୋରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍

author img

By

Published : Mar 9, 2020, 7:54 PM IST

ସୋମବାର କଟକ ଏସସିବିରେ 3 ଜଣ କୋରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 2 କୋରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।

scb corona suspect report nagative
ଏସସିବିରେ 2 କୋରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍

ଭୁବନେଶ୍ବର: ଏସସିବିରେ ଭର୍ତ୍ତି ହୋଇଥିବା 2 ଜଣ କୋରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ । ସୋମବାର କଟକ ଏସସିବିରେ 3 ଜଣ କୋରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 2 ଜଣ କୋରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ତେବେ ଆଉ ଜଣେ କୋରନା ସନ୍ଦିଗ୍ଧ ବିଳମ୍ବରେ ପହଞ୍ଚିଥିବାରୁ ତାଙ୍କ ରକ୍ତ ନମୁନା ପଠାଯାଇ ପାରିନାହିଁ । ଫଳରେ ତାଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି।

ଏପଟେ କୋରୋନାକୁ ନେଇ ରାଜ୍ୟରେ ଏକ ପ୍ରକାରର ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାରେ ବର୍ତ୍ତମାନ ସୁଧା କୌଣସି କୋରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ପଜିଟିଭ ବାହାରିନାହିଁ। ତେଣୁ ଭୟ କରିବା କିଛି ଆବଶ୍ୟକତା ନାହିଁ ବୋଲି ଡ଼ିଏମଇଟି ସିବିକେ ମହାନ୍ତି କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ ଓ କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.