ETV Bharat / city

ରାଜଧାନୀରେ ବେଆଇନ ବାଲି ଚୋରାଚାଲାଣ, ୭ଟ୍ରକ ଜବତ - ବେଆଇନ ବାଲି ଚୋରାଚାଲାଣ

ଖସିଗଲେ ବାଲି ମାଫିଆ। ଧରାପଡିଲା ବାଲି ବୋଝେଇ ଟ୍ରକ । ଫିଟିଲା ରାଜଧାନୀର ବାଲି ମାଫିଆଙ୍କ ଗୁମର । ବିନା ଟେଣ୍ଡର ଓ ବିନା କାଗଜପତ୍ରରେ ବାଲି ଚୋରାଚାଲାଣ । ରାଜଧାନୀର କେଶୁରା ଓ ପାଣ୍ଡରା ନଇ ପଠାରୁ ଚାଲାଣ ହେଉଛି ଟ୍ରକ ଟ୍ରକ ବାଲି।

sand-truck-seized-in-bbsr
sand-truck-seized-in-bbsr
author img

By

Published : Dec 11, 2019, 11:42 PM IST

ଭୁବନେଶ୍ବର: ରାଜଧାନୀରେ ବାଲି ଚୋରା ଚାଲାଣର ପର୍ଦ୍ଦାଫାସ। ବେଆଇନ ଭାବେ ରାତି ଅଧିଆ ହେଉଛି ବାଲି ଚୋରା ଚାଲାଣ। ରାଜଧାନୀର କେଶୁରା ଓ ପାଣ୍ଡରା ନଇ ପଠାରୁ ଚାଲାଣ ହେଉଛି ଟ୍ରକ ଟ୍ରକ ବାଲି। ବାଲି ମାଫିଆଙ୍କ ବେଆଇନ ଚାଲାଣ କରୁଛନ୍ତି ଏଭଳି କାରବାର।

ଭୁବନେଶ୍ବର ଆଡିସିନାଲ ତହସିଲଦାର। ମଞ୍ଚେଶ୍ବର ଥାନା ଅଞ୍ଚଳରୁ ୩ଟି ଓ ସହିଦ ନଗରଥାନା ଅଞ୍ଚଳରୁ ୪ଟି ବାଲି ବୋଝେଇ ଟ୍ରକ ଜବତ କରିଛନ୍ତି। ଥାନାରେ ଗାଡି ସିଜ କରାଯାଇଥିବା ବେଳେ ପରବର୍ତ୍ତୀ କାଗଜପତ୍ର ବା ଫାଇନ ପରେ ଗାଡି ଛଡାଯିବ।

ରାଜଧାନୀରେ ବେଆଇନ ବାଲି ଚୋରାଚାଲାଣ, ୭ଟ୍ରକ ଜବତ

ଏପରି ଚୋରା ଚାଲାଣ ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର । ଯାହାକୁ ନେଇ ଏଭଳି ଧରପଗଡ ଆହୁରି ଜୋରଦାର ହେବ ବୋଲି ଜଣାପଡିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରାଜଧାନୀରେ ବେଆଇନ ବାଲି
ଚୋରାଚାଲାଣ,୭ଟ୍ରକ ଜବତ
Body:
ଖସିଗଲେ ବାଲି ମାଫିଆ।ଧରାପଡିଲା ବାଲି ବୋଝେଇ ଟ୍ରକ।ଫିଟିଲା ରାଜଧାନୀର ବାଲି ମାଫିଆଙ୍କ ଗୁମର।ବିନା ଟେଣ୍ଡର ଓ ବିନା କାଗଜପତ୍ରରେ ବାଲି ଚୋରାଚାଲାଣ।ରାଜଧାନୀର କେଶୁରା ଓ ପାଣ୍ଡରା ନଇ ପଠାରୁ ଚାଲାଣ ହେଉଛି ଟ୍ରକ ଟ୍ରକ ବାଲି।ବାଲି ମାଫିଆଙ୍କ ବେଆଇନ ଚାଲାଣ କରୁଛନ୍ତି ଏଭଳି କାରବାର।ଯାହାର ଧରପଗଡ କରିଛନ୍ତି ଭୁବନେଶ୍ବର ଆଡିସିନାଲ ତହସିଲଦାର।ମଂଚେଶ୍ର ଥାନା ଅଂଚଳରୁ ୩ଟି ଓ ସହିଦ ନଗରଥାନା ଅଂଚଳରୁ ୪ଟି ବାଲି ବୋଝେଇ ଟ୍ରକ ଜବତ କରି ଥାନାକୁ ଦିଆଯାଇଛି।ଥାନାରେ ଗାଡି ସିଜ କରାଯାଇଥିବା ବେଳେ ପରବର୍ତି କାଗଜପତ୍ର ବା ଫାଇନ ପରେ ଗାଡି ଛଡାଯିବ।ତେବେ ଏପରି ଚୋରା ଚାଲାଣ ଯୋଗୁଁ କୋଟି କୋଟି ଟଙ୍କାର ରାଜସ ହାନି କରୁଛନ୍ତି ସରକାର।ଯାହାକୁ ନେଇ ଏଭଳି ଧରପଗଡ ଆହୁରି ଜୋରଦାର ହେବ ବୋଲି ସୁଚନା ମିଳିଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.