ETV Bharat / city

ସ୍ୟାଣ୍ଡ ଆନିମେସନରେ ଗାନ୍ଧୀଙ୍କ ଜୀବନୀ - ଭୁବନେଶ୍ବରରେ ସ୍ୟାଣ୍ଡ ଆନିମେସନ

ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ଅବସରରେ ଓଟିଡିସି ଆପଣାଇଛି ଅଭିନବ ପ୍ରୟାସ । ସୁଦାମ ପ୍ରଧାନ ସ୍ୟାଣ୍ଡ ଆନିମେସନ ଜରିଆରେ ଲୋକଙ୍କୁ ଦେଖାଇଛନ୍ତି ଗାନ୍ଧୀଙ୍କ ଜୀବନ ଶୈଳୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 3, 2019, 3:34 AM IST

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀରେ ସଭିଏଁ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି । ଆଉ ଲୋକମାନଙ୍କୁ ସିଧାସଳଖ ଗାନ୍ଧୀଙ୍କ କଥା ଜଣାଇବା ପାଇଁ ଓଟିଡିସି ଆପଣାଇଛି ଅଭିନବ ପ୍ରୟାସ । ଗାନ୍ଧୀଙ୍କ ଜୀବନୀକୁ ବାଲୁକା ଆନିମେସନ ଜରିଆରେ ସାଧାରଣ ଲୋକଙ୍କୁ ଦେଖେଇବାର ପ୍ରୟାସ ସ୍ବରୂପ ସ୍ଥାନୀୟ ଗାନ୍ଧୀ ମାର୍ଗ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ବିଶିଷ୍ଟ ବାଲୁକା ଆନିମେସନ କଳାକାର ସୁଦାମ ପ୍ରଧାନ ସୁନ୍ଦର ଭାବରେ କଳାକୃତି କରି ଗାନ୍ଧୀଙ୍କୁ ଶ୍ରଦ୍ଧାଳଞ୍ଜଳୀ ଅର୍ପଣ କରିଥିଲେ । ସେପଟେ ଲୋକମାନେ ଏହି କଳାକୃତିର ଭରପୁର ଆନନ୍ଦ ନେଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମଧ୍ୟ ହୋଇଥିଲା । ଏହାସହ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏପରି କାର୍ଯ୍ୟକ୍ରମ ଜରିଆରେ ବାପୁଙ୍କ ଆଦର୍ଶ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସ ହୋଇଛି । ଯାହାକୁ ସେମାନେ ନିଜ ଜୀବନରେ ପାଳନ କରି ସଫଳତା ପାଇଁ ପାରିବେ ବୋଲି ଓଟିଡିସିର ଅଧକ୍ଷ୍ୟା ଶ୍ରୀମୟୀ ମିଶ୍ର ପ୍ରକାଶ କରିଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀରେ ସଭିଏଁ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି।ଆଉ ଲୋକମାନଙ୍କୁ ସିଧାସଳଖ ଗାନ୍ଧୀଙ୍କ କଥା ଜଣାଇବା ପାଇଁ ଓଟିଡିସି ଆପଣାଇଛି ଅଭିନବ ପ୍ରୟାସ।

Body:ଗାନ୍ଧୀଙ୍କ ଜୀବନୀକୁ ବାଲୁକା ଆନିମେସନ ଜରିଆରେ ସାଧାରଣ ଲୋକଙ୍କୁ ଦେଖେଇବାର ପ୍ରୟାସ ସ୍ୱରୂପ ସ୍ଥାନୀୟ ଗାନ୍ଧୀ ମାର୍ଗ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ବିଶିଷ୍ଟ ବାଲୁକା ଆନିମେସନ କଳାକାର ସୁଦାମ ପ୍ରଧାନ ସୁନ୍ଦର ଭବରେ କଳାକୃତି କରି ଗାନ୍ଧୀଙ୍କୁ ଶ୍ରଦ୍ଧା ଅର୍ପଣ କରିଥିବା ବେଳେ ଲୋକମାନେ ଏହାର ଭରପୁର ଆନନ୍ଦ ନେଇଥିବା ଦେଖିବାକୁ ମିଳିଥିଲା।ଏହି ଅବସରରେ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏପରି କାର୍ଯ୍ୟକ୍ରମ ଜରିଆରେ ବାପୁଙ୍କ ଆଦର୍ଶ ଛାତ୍ରଛାତ୍ରୀମାନଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସ ହୋଇଛି।ଯାହାକୁ ସେମାନେ ନିଜ ଜୀବନରେ ପାଳନ କରି ସଫଳତା ପାଇଁ ପାରିବେ ବୋଲି ଓଟିଡିସିର ଅଧକ୍ଷ୍ୟା ଶ୍ରୀମୟୀ ମିଶ୍ର ପ୍ରକାଶ କରିଛନ୍ତି।
ବାଇଟ-ଶ୍ରୀମୟୀ ମିଶ୍ର
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.