ETV Bharat / city

ପୋଲିସ ବାରିକେଡ ଉପରରେ ଚଢିଗଲା ବିଧାୟକଙ୍କ କାର

author img

By

Published : Oct 14, 2021, 8:41 AM IST

ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ରୋଷେୟା ଡ୍ରାଇଭର ଗୁରୁତର । ଅଧିକ ପଢନ୍ତୁ...

ବିଧାୟକ ରମେଶ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରୋଷେୟା ଡ୍ରାଇଭର ଗୁରୁତର

ଭୁବନେଶ୍ବର: ବିଧାୟକ ରମେଶ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ରାଜଧାନୀର ଲୋୟର ପିଏମଜି ଛକରେ ଦୁର୍ଘଟଣା ଘଟିଥିବା ସୂଚନା । ଦୁର୍ଘଟଣାରେ ବିଧାୟକଙ୍କ ଗାଡି ୨୫ ଫୁଟ ଉପରକୁ ଉଠି ଯାଇଥିବା ଜଣାପଡିଛି ।

ଏଥିରେ ବିଧାୟକଙ୍କ ରୋଷେୟା ଏବଂ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି(ବୁଧବାର) ବିଳମ୍ବିତ ରାତିରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡିରେ ବିଧାୟକ ନଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.