ETV Bharat / city

ଆରଏମଆରସି ପଠାଯିବ କୋରୋନା ସନ୍ଦିଗ୍ଧଙ୍କ ସ୍ବାବ ନମୁନା - କ୍ୟାପିଟାଲ ହସ୍ପିଟାଲ

ଆରଏମଆରସି ପଠାଯିବ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କୋରୋନା ସନ୍ଦିଗ୍ଧଙ୍କ ସ୍ବାବ । ଏନେଇ ଆରମ୍ଭ ହୋଇଛି ଚିକିତ୍ସା । ଅଧିକ ପଢନ୍ତୁ...

covid-19
ଆରଏମଆରସି ପଠାଯିବ କୋରୋନା ସନ୍ଦିଗ୍ଧଙ୍କ ସ୍ବାବ ନମୁନା
author img

By

Published : Mar 13, 2020, 1:27 PM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଥିବା କୋରୋନା ସନ୍ଦିଗ୍ଧଙ୍କ ଆରମ୍ଭ ହୋଇଛି ଚିକିତ୍ସା । ନୟାଗଡରୁ ଆସିଥିବା ଏହି କୋରୋନ ସନ୍ଦିଗ୍ଧଙ୍କ ସ୍ବାବ ନମୁନାକୁ ଆରଏମଆରସି ପଠାଯିବ । ରକ୍ତ ନମୁନା ସଂଗ୍ରହ କରାଯିବା ନେଇ ଏକ ଟିମ ତାଙ୍କର ଚିକିତ୍ସା କରୁଛନ୍ତି ।

ଆରଏମଆରସି ପଠାଯିବ କୋରୋନା ସନ୍ଦିଗ୍ଧଙ୍କ ସ୍ବାବ ନମୁନା

କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନରେ ରହିଥିବା ନୟାଗଡର ଏକ ସନ୍ଦିଗ୍ଧ ଯୁବକ ଭର୍ତ୍ତି ହୋଇଛନ୍ତି । ଗତ 7 ଦିନ ତଳେ ସେ ତାମୁଲନାଡୁର ଏକ ଘରୋଇ କମ୍ପାନୀରେ କାମ କରୁଥିବାବେଳେ ନିକଟରେ ସେ ଓଡିଶା ଫେରିଛନ୍ତି । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ନୟାଗଡ ମୁଖ୍ୟଚିକିତ୍ସାଳୟରେ ଦେଖାଇବା ପରେ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.