ETV Bharat / city

ପରୀ ପାଇଁ ଦିଲ୍ଲୀରେ ସମ୍ବିତ ପାତ୍ରଙ୍କ ବିକ୍ଷୋଭ, ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି - national spokesperson bjp sambit patra

ଦିଲ୍ଲୀରେ ପରୀ ହତ୍ୟାକାଣ୍ଡକୁ ନେଇ ସମ୍ବିତ ପାତ୍ରଙ୍କ ବିକ୍ଷୋଭ ଓ ପ୍ରତିବାଦ । ପରୀ ହତ୍ୟାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି । ଅଧିକ ପଢନ୍ତୁ...

Sambit Patra protests in Delhi
ଦିଲ୍ଲୀରେ ସମ୍ବିତ ପାତ୍ରଙ୍କ ବିକ୍ଷୋଭ
author img

By

Published : Nov 30, 2020, 7:35 PM IST

ଭୁବନେଶ୍ବର: ପରୀ ହତ୍ୟା ଘଟଣାକୁ ନେଇ ଦିଲ୍ଲୀରେ ଗର୍ଜିଲେ ବିଜେପି ନେତା ତଥା ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର । ଏହି ଘଟଣାକୁ ରାଜ୍ୟ ସରକାର ଚପାଇବାକୁ ଚେଷ୍ଟା କରୁଛନ୍ତି । ଏହାକୁ ନେଇ ଓଡିଶା ସରକାରଙ୍କ ରେସିଡେଣ୍ଟ କାର୍ଯ୍ୟାଳୟରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ କରିଛନ୍ତି ।

  • ଓଡ଼ିଶାର ୫ ବର୍ଷିୟ ଝିଅ ପରୀର ହତ୍ୟା ଏବଂ ଓଡିଶା ସରକାର ଯେପରି ଭାବେ ସମଗ୍ର ମାମଲାକୁ ଦବାଇବାକୁ ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି, ସେନେଇ ଦିଲ୍ଲୀର ଓଡ଼ିଶା ଭବନ ସମ୍ମୁଖରେ ପ୍ରବାସୀ ଓଡିଶା ବାସିନ୍ଦାଙ୍କ ସହ ପ୍ରଦର୍ଶନ କରିବା ସମୟରେ#JusticeForPari pic.twitter.com/xJJp5X97Km

    — Sambit Patra (@sambitswaraj) November 30, 2020 " class="align-text-top noRightClick twitterSection" data=" ">

ନୟାଗଡ ଜିଲ୍ଲା ଯଦୁପୁର ଗ୍ରାମର ୫ ବର୍ଷିୟ ଝିଅ ପରୀର ହତ୍ୟାକାଣ୍ଡକୁ ନେଇ ଦିଲ୍ଲୀରେ ପ୍ରତିବାଦ ବିକ୍ଷୋଭ କରାଯାଇଛି । ଓଡିଶା ସରକାର ଯେପରି ଭାବେ ସମଗ୍ର ମାମଲାକୁ ଦବାଇବାକୁ ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଦିଲ୍ଲୀର ଓଡ଼ିଶା ଭବନ ସମ୍ମୁଖରେ ପ୍ରବାସୀ ଓଡିଶା ବାସିନ୍ଦାଙ୍କ ସହ ପ୍ରଦର୍ଶନ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ପରୀ ହତ୍ୟା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କ ରେସିଡେଣ୍ଟ କମିଶନର ରବିକାନ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତାଙ୍କୁ ଭେଟି ନୟାଗଡ ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ।

  • ପରୀ ହତ୍ୟା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କ ରେସିଡେଣ୍ଟ କମିଶନର ଶ୍ରୀ ରବିକାନ୍ତ ଜୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ତାଙ୍କୁ ଭେଟି ନୟାଗଡ଼ କ୍ୟାବିନେଟ ମନ୍ତ୍ରୀ ଏବଂ ବିଧାୟକ ଅରୁଣ ସାହୁଙ୍କ ଇସ୍ତଫା ଦାବି କଲୁ।#JusticeForPari pic.twitter.com/j5iYfIFDPG

ସେହିପରି ଦିଲ୍ଲୀରେ ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି । ପରୀର ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି ।

  • .@NCPCR_ (ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ) ର ଅଧ୍ୟକ୍ଷ @KanoongoPriyank ଜୀଙ୍କୁ ସାକ୍ଷାତ କରି ପୁରୀ ଲୋକସଭା, ନୟାଗଡ଼ର ୫ ବର୍ଷର ଝିଅ ପରୀର ଅପହରଣ ଓ ନିର୍ଦ୍ଦୟ ହତ୍ୟା ସମ୍ପର୍କରେ ଏକ ସ୍ମାରକପତ୍ର ଦାଖଲ କଲୁ।#JusticeForPari pic.twitter.com/UUGT7oH9sq

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.