ETV Bharat / city

ଷଷ୍ଠ ଦିନ ସୁଦ୍ଧା ଟପ୍‌ ସ୍ପଟରେ ସାବିତ୍ରୀବାଇ ଫୁଲେ ୟୁନିଭରସିଟି

ଭୁବନେଶ୍ବରରେ ଖେଳା ଯାଉଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାରେ ପୁଣେର ସାବିତ୍ରୀବାଇ ଫୁଲେ ୟୁନିଭରସିଟିର ସଫଳତା ଜାରି ରହିଛି । ସାବିତ୍ରୀବାଇ ୟୁନିଭରସିଟି ଷଷ୍ଠ ଦିନ ସୁଦ୍ଧା ନିଜର ପ୍ରଥମ ସ୍ଥାନ ବଜାୟ ରଖିଛି ।

sabitribai-phule-university-table-toper-of-sitxth-day-of-khelo-india-university-games-in-bhubaneswar
ଷଷ୍ଠ ଦିନ ସୁଦ୍ଧା ଟପ୍‌ ସ୍ପଟରେ ସାବିତ୍ରୀ ବାଇ ୟୁନିଭରସିଟି
author img

By

Published : Feb 27, 2020, 4:00 AM IST

ଭୁବନେଶ୍ବର: ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାରେ ପୁଣେର ସାବିତ୍ରୀବାଇ ଫୁଲେ ୟୁନିଭରସିଟି ନିଜ ସଫଳତା ଜାରି ରଖିଛି । ସାବିତ୍ରୀ ବାଇ ୟୁନିଭରସିଟି ଷଷ୍ଠ ଦିନ ସୁଦ୍ଧା ନିଜର ପ୍ରଥମ ସ୍ଥାନ ବଜାୟ ରଖିଛି ।

ଷଷ୍ଠ ଦିନ ସୁଦ୍ଧା ଟପ୍‌ ସ୍ପଟରେ ସାବିତ୍ରୀ ବାଇ ୟୁନିଭରସିଟି

ଭୁବନେଶ୍ବରରେ ଖେଳା ଯାଉଥିବା ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମର ଷଷ୍ଠ ଦିନ ସୁଦ୍ଧା ପୁଣେର ସାବିତ୍ରୀବାଇ ଫୁଲେ ୟୁନିଭରସିଟି ମେଡାଲ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି । ସେହିପରି ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଥିବା ପଞ୍ଜାବ ଓ ଜୈନ ୟୁନିଭରସିଟି ମଧ୍ୟ ତାଲିକାରେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି ।

ଏଥିସହ ମେଡାଲ ସଂଖ୍ୟାରେ ବୃଦ୍ଧି ହୋଇଥିବା ଜଣାପଡିଛି । ମଙ୍ଗଳବାର ଯଥାକ୍ରମେ ସ୍ଵର୍ଣ୍ଣ,ରୌପ୍ୟ ଓ ବ୍ରୋଞ୍ଜ ପଦକ ସଂଖ୍ୟା 7-2-5,6-7-5 ଓ 6-5-1 ଥିବା ବେଳେ ବୁଧବାର ତାହା 10-4-6,8-10-6 ଓ 8-6-2ରେ ପହଞ୍ଚିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.