ETV Bharat / city

‘ସଂକ୍ରମଣ ଭୟ ଉଭୟ ସାଧାରଣ ରୋଗୀ ଓ ମଧୁମେହ ରୋଗୀଙ୍କ ପାଇଁ ସମାନ’

author img

By

Published : Sep 25, 2020, 7:37 AM IST

କୋରୋନା ସଂକ୍ରମଣ ସମସ୍ତଙ୍କ ପାଇଁ ସମାନ ହୋଇଥାଏ। ସାଧାରଣ ରୋଗୀ ହୁଅନ୍ତୁ ବା ମଧୁମେହ ରୋଗୀ ହୁଅନ୍ତୁ ସେ ସବୁ ସମାନ ରହିଥାଏ। କିନ୍ତୁ ଡ଼ାଇବେଟିସ ନିୟନ୍ତ୍ରଣ ନଥିଲେ କରୋନା ସଂକ୍ରମଣ ସମ୍ଭାବନା ଅଧିକ ଦେଖାଯାଇଥାଏ ବୋଲି କହିଛନ୍ତି ବିଶେଷଜ୍ଞ । ଅଧିକ ପଢନ୍ତୁ...

ସଂକ୍ରମଣ ଭୟ ଉଭୟ ସାଧାରଣ ରୋଗୀ ଓ ମଧୁମେହ ରୋଗୀଙ୍କ ପାଇଁ ସମାନ

ଭୁବନେଶ୍ବର:କୋରୋନା ସଂକ୍ରମଣ ସମସ୍ତଙ୍କ ପାଇଁ ସମାନ ହୋଇଥାଏ। ସାଧାରଣ ରୋଗୀ ହୁଅନ୍ତୁ ବା ମଧୁମେହ ରୋଗୀ ହୁଅନ୍ତୁ ସେ ସବୁ ସମାନ ରହିଥାଏ। କିନ୍ତୁ ଡ଼ାଇବେଟିସ ନିୟନ୍ତ୍ରଣ ନଥିଲେ କରୋନା ସଂକ୍ରମଣ ସମ୍ଭାବନା ଅଧିକ ଦେଖାଯାଇଥାଏ। କୋରୋନା ଆକ୍ରାନ୍ତ ଡାଇବେଟିସ ରୋଗୀ ସୁଗାରକୁ ନିୟନ୍ତ୍ରଣରେ ରଖିବା ଉଚିତ । ଜଣେ ସାଧାରଣ ରୋଗୀ ଡାଇବେଟିସ ରୋଗୀ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ସମାନ। ମଧୁମୟ ରୋଗୀର ଯଦି ସୁଗାର ନଥାଏ ତେବେ ସଂକ୍ରମଣ ଭାର କମ ରହିଥାଏ। ଡାଇବେଟିସରେ ଯଦି ପରିବାର କୌଣସି ସଦସ୍ୟ ହୋମ ଆଇସଲେସନରେ ଅଛନ୍ତି ତେବେ ଡାଇବେଟିସ ରୋଗୀ ଘରେ ସର୍ତକ ରହିବା ଆବଶ୍ୟକ ବୋଲି କହିଛନ୍ତି ଡାକ୍ତର।

ଜଣେ ଡାଇବେଟିସ ରୋଗୀ ଏହି ସମୟରେ ବ୍ଲଡ଼ ସୁଗାର ନିୟନ୍ତ୍ରଣରେ ରଖିବା ଉଚିତ। ତେବେ ସଂକ୍ରମଣ ନହେବାର ଅଧିକ ଆଶଙ୍କା ରହିଛି। ନିଜେ ଯଦି ପଜିଟିଭ ହେଲା ସେ ତେବେ ବାରମ୍ବାର ପରୀକ୍ଷା କରି ଦେଖିବା ଉଚିତ । ସୁଗାର ନିୟନ୍ତ୍ରଣ ରହିଛି କି ନାହିଁ। ସେ ଅନ୍ୟ ରୋଗୀଙ୍କ ଭଳି ହୋମଆଇସଲେସନରେ ରହିପାରିବେ। କୋରୋନାରେ ସଂକ୍ରମଣ ହେଲେ ଥାଇରଡ଼ କମିଯାଇଥାଏ। ଏହା ଦ୍ୱାରା ରୋଗୀର କୌଣସି ଅସୁବିଧା ହେବନାହିଁ। ଅନେକ ସମୟରେ ଥାଇରଡ଼ ଚେକ କରିବା ଆବଶ୍ୟକ। ଯଦି ଜଣେ ଲୋକର କୋଭିଡ ପଜିଟିଭ ଆସେ ତେବେ ସେ ସାଧାରଣ ଭାବରେ ଔଷଧ ନେଇପାରିବେ କୌଣସି ଅସୁବିଧା ହେବ ନାହିଁ। କରୋନା ସମୟରେ ରକ୍ତ ଶର୍କରା ବଢ଼ିପାରେ। ତେବେ ଉକ୍ତ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଦିଆଯିବା ଯାହା ଦ୍ୱାରା ସୁଗାର କଣ୍ଟ୍ରୋଲ କରିବା ପାଇଁ ସହାୟକ ହେବ ବୋଲି କହିଛନ୍ତି।

ସେହିପରି କୋରୋନା ଆକ୍ରାନ୍ତରେ ଡ଼ାଇବେଟିସ ରୋଗୀ ଇଂସୁଲିନ ନେବା ଉଚିତ। କରୋନା ଆକ୍ରାନ୍ତଙ୍କ କ୍ଷତ୍ରରେ ହୃଦ ରୋଗ ସମସ୍ୟା ବଢ଼ିପାରେ। କୋରୋନାରେ ରକ୍ତ ଜମାଟ ବାନ୍ଧିବା ସମ୍ଭାବନା ରହିଥିବାରୁ ହୃଦ ରୋଗୀଙ୍କ ସଂଖ୍ୟା ବଢିଥାଏ। ସବୁବେଳେ ସର୍ବଦା ହୃଦ ରୋଗୀମାନେ ଲକ୍ଷଣକୁ ଧ୍ୟାନ ଦେବା ଆବଶ୍ୟକ। ସାଧାରଣ ରୋଗୀ ଠାରୁ ଅଧିକ ହୋଇଥାଏ। ଯେହେତୁ ରକ୍ତ ଜମାଟ ବାନ୍ଧିଦେବା ଏହା କୋଭିଡର ଜଟିଳତା । କିଭଳି ସତର୍କତା ଅବଲମ୍ବନ କରିବା ଉଚିତ।

ହୃଦ ରୋଗୀଙ୍କ ଲକ୍ଷଣ ଅଧିକ ଗୁରୁତ୍ୱପୂର୍ଣ୍ଣ। ଛାତିରେ ହଠାତ ପୀଡା, ହାର୍ଟରେ କୌଣସି ପ୍ରକାରର ଅସୁବିଧା ଦେଖାଯିବ। ଯେଉଁ ମାନଙ୍କର ଫେସ ମକେର ଲାଗିଛି ସେମାନେ ସାଧାରଣ ଭାବରେ କୋଭିଡରେ କୌଣସି ଅସୁଧା ନାହିଁ। ସବୁ ହୃଦ ରୋଗୀ ସମସ୍ତେ ହୋମ ଆଇସଲେସନ ରେ ରହିପାରିବେ।
ଅନେକ ରୋଗୀ ଡ଼ାଇଲିସିସ କରିବାକୁ ଡରୁଛନ୍ତି। ପ୍ରଥମେ ଏହା ରୋଗୀଙ୍କ ମନରୁ ଦ୍ବନ୍ଦ ଦୂର କରିବା ଆବଶ୍ୟକ। କୋଭିଡ ରୋଗୀଙ୍କ ପାଇଁ ଡାଇଲିସିସ ଅଲଗା କରାଯାଇଥିବା ବେଳେ ସାଧାରଣ ରୋଗୀଙ୍କ ପାଇଁ ଅଲଗା କରାଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.