ETV Bharat / city

‘ମୋ ବସ’ ସେବା ବନ୍ଦ - Mo Bus Service

ରେଗୁଲାର ମୋ ବସ ସେବା ବନ୍ଦ । ସାମାୟିକ ଅବଧି ପାଇଁ ବନ୍ଦ ହେବ ସେବା । ଲକଡାଉନକୁ ଦୃଷ୍ଟିରେ ରଖି ସେବା ବନ୍ଦ ନେଇ ଘୋଷଣା ହୋଇଛି । ଅଧିକ ପଢନ୍ତୁ..

‘ମୋ ବସ’ ସେବା ବନ୍ଦ
‘ମୋ ବସ’ ସେବା ବନ୍ଦ
author img

By

Published : May 4, 2021, 7:26 PM IST

ଭୁବନେଶ୍ବର : ‘ମୋ ବସ’ ସେବା ସାମୟିକ ବନ୍ଦ । ଲକଡାଉନ କାରଣରୁ ବନ୍ଦ ରହିବ ‘ମୋ ବସ’ ସେବା ।କୋରୋନା ସଂକ୍ରମଣ ଉପରେ ଲଗାଇମ ଲଗାଇବାକୁ ରାଜ୍ୟ ସରକାରଙ୍କ ମେ’ 5ରୁ 19 ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ।

‘ମୋ ବସ’ ସେବା ବନ୍ଦ
‘ମୋ ବସ’ ସେବା ବନ୍ଦ

ଲକଡାଉନ ସମୟରେ ଭୁବନେଶ୍ୱର , କଟକ ଓ ପୁରୀ କୁ ରାଜଧାନୀରୁ ଗମନାଗମନ କରୁଥିବା ‘ମୋ ବସ ସେବା’ ବନ୍ଦ ରହିବ । ଏ ନେଇ ମଙ୍ଗଳବାର କୃଟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରେଳ ଷ୍ଟେସନ ଯାତ୍ରୀଙ୍କୁ କଟକ ଓ ଖୋର୍ଦ୍ଧା ଯିବା ପାଇଁ ମୋ ବସ ସେବା ଯୋଗାଇବ । ସେହିପରି ବିମାନ ବନ୍ଦର ରୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ସଟଲ ସେବା ଜାରି ରହିବ।

ମୋ ବସରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସେହିଭଳି କୌଣସି ଯାତ୍ରୀ ଛିଡା ହୋଇ ଯାତ୍ରା କରି ପାରିବେ ନାହିଁ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.