ETV Bharat / city

ରାଜ୍ୟରୁ ପୁଣି ସୁସ୍ଥ ହେଲେ 6164 କୋରୋନା ଆକ୍ରାନ୍ତ

ରାଜ୍ୟରୁ 6 ହଜାର 164 କୋରୋନା ଆକ୍ରାନ୍ତ ସୁସ୍ଥହେଲେ । 4 ଲକ୍ଷ 10 ହଜାର 227ରେ ପହଁଞ୍ଚିଲା ସୁସ୍ଥଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

ଦିନକରେ ରାଜ୍ୟରୁ ସୁସ୍ଥ ହେଲେ 6164 କୋରୋନା ଆକ୍ରାନ୍ତ

author img

By

Published : May 4, 2021, 8:10 PM IST

ଭୁବନେଶ୍ବର: ଦିନକରେ ରାଜ୍ୟରୁ 6 ହଜାର 164 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 893 ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ 781 ସୁସ୍ଥ ହୋଇଛନ୍ତି ।

ରାଜ୍ୟରୁ ପୁଣି ସୁସ୍ଥ ହେଲେ 6164 କୋରୋନା ଆକ୍ରାନ୍ତ
ରାଜ୍ୟରୁ ପୁଣି ସୁସ୍ଥ ହେଲେ 6164 କୋରୋନା ଆକ୍ରାନ୍ତ

ସେହିପରି ଭାବେ କଳାହାଣ୍ଡିରୁ 320, ଝାରସୁଗୁଡାରୁ 557, ପୁରୀରୁ 143, କଟକରୁ 342, ନୂଆପଡାରୁ 448, ବରଗଡରୁ 298, ସମ୍ବଲପୁରରୁ 279, ନବରଙ୍ଗପୁରରୁ 229, ବଲାଙ୍ଗୀରରୁ 98, କେନ୍ଦୁଝରରୁ 89, ଗଞ୍ଜାମରୁ 216, ଯାଜପୁରରୁ 189, ମୟୂରଭଞ୍ଜରୁ 180, ରାୟଗଡାରୁ 70, ନୟାଗଡରୁ 85, ଭଦ୍ରକରୁ 86, ବାଲେଶ୍ବରରୁ 101, ଗଜପତିରୁ 78, ଜଗତସିଂହପୁରରୁ 87, ଅନୁଗୋଳରୁ 107, ଦେବଗଡରୁ 42, କେନ୍ଦ୍ରାପଡାରୁ 38, କୋରାପୁଟରୁ 92, କନ୍ଧମାଳରୁ 37, ବୌଦ୍ଧରୁ 14, ମାଲକାନଗିରିରୁ 16, ଢେଙ୍କାନାଳରୁ 8, ସୋନପୁରରୁ 62 ଏବଂ ଷ୍ଟେଟ ପୋଲ 179 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ତେବେ ଆଜିର ସୁସ୍ଥଙ୍କୁ ମିଶାଇ ମୋଟ 4 ଲକ୍ଷ 10 ହଜାର 227 ଜଣ କୋରୋନାରୁ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.