ETV Bharat / city

ରିଲ୍ ଦୁନିଆର ରିୟଲ ହିରୋ, ସବ୍ୟସାଚୀଙ୍କୁ ସମ୍ମାନିତ କଲା ରେନ ଡିଉ ହୋଟେଲ - Ren du Hotel honored Sabyasachi

ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଭିନ୍ନ ଢଙ୍ଗରେ ସମ୍ମାନିତ କରିଛି ଝାଡଖଣ୍ଡର ଏକ ହୋଟେଲ ରେନ ଡିଉ। ଭେଜିଟେବଲ ଓ ଫ୍ରୁଉଟ୍ସରେ ଏହି ହୋଟେଲ ଏକ ଆର୍ଟ ଡିଜାଇନ କରିଛି, ସେଥିରେ ସବ୍ୟସାଚୀଙ୍କୁ ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

ରିଲ୍ ଦୁନିଆର ରିୟଲ ହିରୋ, ସବ୍ୟସାଚୀଙ୍କୁ ଏମିତି ସମ୍ମାନିତ କଲା ରେନ ଡିଉ ହୋଟେଲ

author img

By

Published : Nov 29, 2020, 9:34 AM IST

Updated : Nov 29, 2020, 9:44 AM IST

ଭୁବନେଶ୍ବର: କୋରୋନା ଯୋଦ୍ଧା ସବ୍ୟସାଚୀ ମିଶ୍ର । ମହାମାରୀ ସମୟର ଜଣେ ଚର୍ଚ୍ଚିତ ଚେହେରା ଓ ଜଣାଶୁଣା ନାଁ । ଅସୁବିଧା ସମୟରେ ସମସ୍ତଙ୍କୁ ସହଯୋଗର ହାତ ବଢାଇ ରାତାରାତି ସେ ରିଲ୍ ହିରୋରୁ ପାଲଟି ଯାଇଥିଲେ ରିୟଲ ହିରୋ । ବଲିଉଡର ସୋନୁ ସୁଦଙ୍କ ପରି ଓଲିଉଡର ସବ୍ୟସାଚୀ ମିଶ୍ର ମଧ୍ୟ ମହାମାରୀ ଯୁଦ୍ଧର ଜଣେ ଆଗଧାଡିର ଯୋଦ୍ଧା ସାଜି ବହୁତ ଲୋକଙ୍କ ମୁହଁରେ ହସ ଫୁଟାଇଥିଲେ। ଯାହାର ଫଳ ସ୍ବରୂପ ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଛି।

ରିଲ୍ ଦୁନିଆର ରିୟଲ ହିରୋ, ସବ୍ୟସାଚୀଙ୍କୁ ସମ୍ମାନିତ କଲା ରେନ ଡିଉ ହୋଟେଲ

ହେଲେ ଏବେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଭିନ୍ନ ଢଙ୍ଗରେ ସମ୍ମାନିତ କରିଛି ଝାଡଖଣ୍ଡର ଏକ ହୋଟେଲ ରେନ ଡିଉ। ଭେଜିଟେବଲ ଓ ଫ୍ରୁଉଟ୍ସରେ ଏହି ହୋଟେଲ ଏକ ଆର୍ଟ ଡିଜାଇନ କରିଛି, ସେଥିରେ ସବ୍ୟସାଚୀଙ୍କୁ ଦେଖିବାକୁ ମିଳିଛି।

ଯାହାକୁ ନେଇ ସବ୍ୟସାଚୀ କହିଛନ୍ତି, ହୋଟେଲର ସମସ୍ତ ସେଫ ଓ ମ୍ୟାନେଜମେଣ୍ଟ ନିକଟରେ ମୁଁ କୃତଜ୍ଞ। ଓଡିଶା ବାସୀଙ୍କ ସ୍ନେହ ଓ ଭଲ ପାଇବା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ତେବେ ଏନେଇ ହୋଟେଲର ମ୍ୟାନେଜର ପ୍ରତିକ୍ରିୟା ରଖିଛନ୍ତି।

ତେବେ ଦେଶର କୋଭିଡ ଯୋଦ୍ଧାଙ୍କୁ ଏହି ସଂସ୍ଥା ସମ୍ମାନୀତ କରି ଆସୁଛି। ତେବେ ସବ୍ୟସାଚୀ କୋଭିଡ ସମୟରେ ଅନେକ ଲୋକଙ୍କୁ ସହଯୋଗର ହାତ ବଢ଼ାଇ ଆସୁଛନ୍ତି। ଯାହାକୁ ଦୃଷ୍ଟିରେ ରଖି ହୋଟେଲ ତରଫରୁ ଏକ ଆର୍ଟ ପ୍ରଦର୍ଶନୀ କରାଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Nov 29, 2020, 9:44 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.