ETV Bharat / city

ଆରମ୍ଭ ହେଲା ଅନଲକ-୨, କଣ ରହିଛି 3 ପ୍ରମୁଖ ଦଳର ପ୍ରତିକ୍ରିୟା - reaction of the 3 major party about Unlock-2

ଜାଣନ୍ତୁ ଅନଲକ୍‌-2 କାର୍ଯ୍ୟକାରୀ ହେବା ପରେ କଣ ରହିଛି ରାଜ୍ୟର 3 ପ୍ରମୁଖ ଦଳ ପ୍ରତିକ୍ରିୟା । ଶୁଣନ୍ତୁ...

reaction-of-the-3-major-party-about-unlock-2
ଅନଲକ-୨ କୁ ନେଇ 3 ପ୍ରମୁଖ ଦଳର ପ୍ରତିକ୍ରିୟା
author img

By

Published : Jul 1, 2020, 8:38 PM IST

ଭୁବନେଶ୍ବର: ଜୁଲାଇ 1 (ଆଜି) ଠାରୁ ସାରା ଦେଶରେ ଜାରି ହୋଇଛି ଅନଲକ୍‌-2 । ଅନଲକ୍‌-1 ଅପେକ୍ଷା ଏଥିରେ ରହିଛି ଅନେକ ପରିବର୍ତ୍ତନ । ତେବେ ଜାଣନ୍ତୁ ଅନଲକ୍‌-2 କାର୍ଯ୍ୟକାରୀ ହେବା ପରେ କଣ ରହିଛି ରାଜ୍ୟର 3 ପ୍ରମୁଖ ଦଳ ପ୍ରତିକ୍ରିୟା ।

ଅନଲକ-୨ କୁ ନେଇ 3 ପ୍ରମୁଖ ଦଳର ପ୍ରତିକ୍ରିୟା

ଅନଲକ୍‌-2ରେ ରାତି 9 ପରିବର୍ତ୍ତେ 10ଟାରୁ କର୍ଫ୍ୟୁ ଜାରି ହେବ । ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଗରିବ କଲ୍ଯାଣ ଯୋଜନାରେ ୫ କେଜି ଚାଉଳ ଓ ଡାଲି ଦେବା ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି ବିଜେଡି ବିଧାୟକ ଅମର ଶତପଥି, ରାଜ୍ୟ ବିଜେପି ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଓ କଂଗ୍ରେସ ନେତା ପଞ୍ଚାନନ୍‌ କାନୁନ୍‌ଗୋ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.