ETV Bharat / city

ତେଲଦର ହ୍ରାସ ଚାହୁଁ ନାହାନ୍ତି ରାଜ୍ୟ ସରକାର: ଗୋଲକ ମହାପାତ୍ର - ଗୋଲକ ମହାପାତ୍ର

ତେଲଦର କମାଇବା ପାଇଁ ରାଜ୍ୟ ସରକାର ଚାହୁଁନାହାନ୍ତି ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି । ଅଧିକ ପଢନ୍ତୁ...

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିଲେ ସୁର

author img

By

Published : Jul 13, 2021, 3:39 PM IST

ଭୁବନେଶ୍ବର: କୋରୋନା ମହାମାରୀ ସମୟରେ ରାଜ୍ୟରେ ତୈଳଦର ବୃଦ୍ଧି ହେବାରେ ଲାଗିଛି । ତଥାପି ରାଜ୍ୟ ସରକାର ଭ୍ୟାଟ ଛାଡୁନାହାନ୍ତି । ଏଣୁ ତେଲଦର ହ୍ରାସ ପାଇଁ ସରକାର ଚାହୁଁନାହାନ୍ତି ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିଲେ ସୁର

ମହାମାରୀ ସମୟରେ ରାଜ୍ୟରେ ତୈଳଦର ବୃଦ୍ଧିକୁ ନେଇ ବିଜେପି ସାଧାରଣ ସମ୍ପାଦକ ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ତୈଳ ଲିଟର ପିଛା 100 ଟଙ୍କାରେ ପହଞ୍ଚିଚି । ତୈଳରେ ରାଜ୍ୟ ସରକାର 35 ଟଙ୍କା ଭ୍ୟାଟ ନେଉଛନ୍ତି । ତେବେ ରାଜ୍ୟ ସରକାର 20 ଟଙ୍କା ଭ୍ୟାଟ କମାଇଲେ ରାଜ୍ୟବାସୀ 80 ଟଙ୍କାରେ ମଧ୍ୟ ତେଲ ପାଇବାରେ ସକ୍ଷମ ହୋଇପାରିବେ ।

ଏଣୁ ରାଜ୍ୟ ସରକାର ତେଲଦର କମାଇବା ପାଇଁ ଚାହୁଁନାହାନ୍ତି । ଅନ୍ତତଃ ରାଜ୍ୟବାସୀ ତେଲଦରରେ ଭ୍ୟାଟ ଛାଡନ୍ତୁ ବୋଲି ସେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.