ETV Bharat / city

ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ଅବଧି ୨ ଘଣ୍ଟା ବଢିଲା - ମହାପ୍ରଭୁଙ୍କ ଦର୍ଶନ ଅବଧି ବୃଦ୍ଧି ନ୍ୟୁଜ

ବାହୁଡା ପୂର୍ବରୁ ମହାପ୍ରଭୁଙ୍କୁ ଆଡପ ମଣ୍ଡପରେ ଦର୍ଶନ ପାଇଁ ପ୍ରବଳ ଭିଡ । ଦର୍ଶନ ଅବଧି ୨ଘଣ୍ଟା ବଢାଇଲା ପ୍ରଶାସନ । ଅଧିକ ପଢନ୍ତୁ

ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ଅବଧି ୨ ଘଣ୍ଟା ବଢିଲା

author img

By

Published : Jul 8, 2022, 6:26 PM IST

ପୁରୀ: ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ଅବଧି ବଢିଲା । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖାଯାଇ 2 ଘଣ୍ଟା ଦର୍ଶନ ଅବଧି ବଢାଇଛନ୍ତି ଜିଲ୍ଲା ପ୍ରଶାସନ । ଆସନ୍ତାକାଲି ବାହୁଡ଼ା ଯାତ୍ରା ଥିବାବେଳେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ଆଜି ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଶେଷ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏହାକୁ ଦୃଷ୍ଟିରେ ରଖି ଦର୍ଶନ ସମୟ ଅବଧି ବଢ଼ାଯାଇଛି । ମହାପ୍ରଭୁଙ୍କ ଚନ୍ଦନ ଲାଗି ନୀତି ଯାଏଁ ଦର୍ଶନ କରିବେ ଭକ୍ତ । ସନ୍ଧ୍ୟା 6 ଟା ଯାଏଁ ଦର୍ଶନ ଚାଲିବ ବୋଲି ଆଶା ରଖାଯାଇଛି । ବାହୁଡ଼ା ଯାତ୍ରା ନିମନ୍ତେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ନୀତିକାନ୍ତି ନିମନ୍ତେ ଅପରାହ୍ନ ୪ଟା ପରେ ଆଡ଼ପ ମଣ୍ଡପରେ ଶ୍ରୀଯୀଉଙ୍କ ଦର୍ଶନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ଓ ଦଇତାପତି ନିଯୋଗର ବୈଠକରେ ନିଷ୍ପତ୍ତି ହୋଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.