ETV Bharat / city

ଏଣିକି ସମ୍ବଲପୁରୀ ଡ୍ରେସ ପିନ୍ଧିବେ ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ - ଡ୍ରେସ କୋଡ

ବଦଳିଲା ରମାଦେବୀ ବିଶ୍ବବିଦ୍ୟାଳୟ ଡ୍ରେସ କୋଡ । ସମ୍ବଲପୁରୀ ପୋଷାକରେ ନଜର ଆସିବେ ଛାତ୍ରୀ । ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରଚାର କରିବା ପାଇଁ ଏହା ମଧ୍ୟ ସହାୟକ ହେବ ।

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 26, 2019, 7:11 PM IST

ଭୁବନେଶ୍ବର: ବଦଳିଲା ରମାଦେବୀ ବିଶ୍ଵବିଦ୍ୟାଳୟ ଡ୍ରେସ କୋଡ । ପାରମ୍ପାରିକ ସମ୍ବଲପୁରୀ ଡ୍ରେସ ପିନ୍ଧି ଆସିବେ ରମାଦେବୀ ଛାତ୍ରୀ । ସ୍ନାତକ ଛାତ୍ରୀ ସବୁଜ ରଙ୍ଗର ସମ୍ବଲପୁରୀ ପେଷାକ ପିନ୍ଧିବା ସହ ସ୍ନାତକତ୍ତୋର ଛାତ୍ରୀ ପିନ୍ଧିବେ ନାଲି ରଙ୍ଗର ପୋଷାକ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଏହି ପଦକ୍ଷେପ ରମାଦେବୀ ବିଶ୍ବବିଦ୍ୟାଳୟ ପକ୍ଷରୁ ନିଆଯାଇ ଥିବା ଜଣାଯାଇଛି । ଏଭଳି ପୋଷାକ ପିନ୍ଧିଲେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ହେବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

ବର୍ତ୍ତମାନ ରାଜଧାନୀରେ ପ୍ରାୟ ସମୟରେ ଗୁଳୁଗୁଳି ହେଉଥିବାର ମଧ୍ୟ ଲକ୍ଷ୍ୟ କରାଯାଉଛି । ଆଉ ଏହି ସମୟରେ ଯଦି ଛାତ୍ରୀମାନେ ସୂତା କପଡା ପିନ୍ଧିବେ ତେବେ ଏହା ଦେହଁପାଇ ମଧ୍ୟ ଭଲ ରହିବ ବୋଲି ରମାଦେବୀ ବିଶ୍ଵବିଦ୍ୟାଳୟ ପିଜି ଚେୟାରମେନ ଡ଼ ସରିତା ସୁପକାର କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ବଦଳିଲା ରମାଦେବୀ ବିଶ୍ଵବିଦ୍ୟାଳୟ ର ଡ୍ରେସ କୋଡ଼

Body:ବଦଳିଲା ରମାଦେବୀ ବିଶ୍ଵବିଦ୍ୟାଳୟ ର ଡ୍ରେସ କୋଡ

ରମାଦେବୀ ବିଶ୍ୱ ବିଦ୍ୟାଳୟ ର ଡ୍ରେସ କୋଡ଼ , ରମା ଦେବୀ ର ଛାତ୍ରଛାତ୍ରୀ ପିନ୍ଧିବେ ସମ୍ବଲପୁରି ଡ୍ରେସ । ସ୍ନାତକ ଛାତ୍ରୀ ନୀଳ ରଙ୍ଗ ର ସମ୍ବଲପୁରି ପେଷାକ ପୁନ୍ଧିବା ସହ ସ୍ନାତକେତର ଛାତ୍ରୀ ପିନ୍ଧିବେ ନାଲି ରଂବ୍ର କୁର୍ତି। ଏହି ପଦକ୍ଷେପ ରମାଦେବୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଆଯାଇ ଥିବା ବେଳେ ସମ୍ବଲପୁର ପେଷାକ ପିନ୍ଧିଲେ ଓଡ଼ିଶା ର କଳା ଓ ସଂସ୍କୃତି ର ବି ପ୍ରଚାର ପ୍ରସାର ହେବ ବୋଲି ରମାଦେବୀ ବିଶ୍ୱ ବିଦ୍ୟାଳୟ ପକ୍ଷରୁ କୁହାଯାଇଛି।ବର୍ତ୍ତମାନ ଭୁବନେଶ୍ୱର ରେ ସବୁସମୟରେ ଗୁଳୁଗୁଳି ହେଉଥିବାର ମଧ୍ୟ ଲକ୍ଷ କରାଯାଉଛି ଆଉ ଏହି ସମୟ ରେ ଯଦି ଛାତ୍ରଛାତ୍ରୀ କଟନ କପଡା ପିନ୍ଧିବେ ତାହା ଦେହପାଇ ମଧ୍ୟ ଭଲ ରହିବ ବୋଲି ରମାଦେବୀ ବିଶ୍ଵବିଦ୍ୟାଳୟ ପିଜି ଚେୟାରମେନ ଡ଼ ସରିତା ସୁପକାର କହିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.