ETV Bharat / city

ସରିନି କୋର୍ସ, ତାତିଲେ ରମାଦେବୀ ଛାତ୍ରୀ - ରମାଦେବୀ ଛାତ୍ରୀ

ରମାଦେବୀ ବିଶ୍ବବିଦ୍ୟାଳୟରେ ଯୁକ୍ତ 2 ବର୍ଷର ଛାତ୍ରୀ ବିଶ୍ବବିଦ୍ୟାଳୟର ଫାଟକରେ ତାଲା ପକାଇ ଟାୟାର ଜାଳି ଆନ୍ଦୋଳନ କରିଛନ୍ତି। ଅଧିକ ପଢନ୍ତୁ...

ସରିନି କୋର୍ସ, ତାତିଲେ ରମାଦେବୀ ଛାତ୍ରୀ
ସରିନି କୋର୍ସ, ତାତିଲେ ରମାଦେବୀ ଛାତ୍ରୀ
author img

By

Published : Jan 21, 2020, 1:41 PM IST

Updated : Jan 21, 2020, 2:24 PM IST

ଭୁବନେଶ୍ବର: ବିଶ୍ବବିଦ୍ୟାଳୟରେ ଜଳିଲା ପରୀକ୍ଷାର ନିଆଁ । ରମାଦେବୀ ବିଶ୍ବବିଦ୍ୟାଳୟରେ ଯୁକ୍ତ 2 ବର୍ଷର ଛାତ୍ରୀ ବିଶ୍ବବିଦ୍ୟାଳୟର ଫାଟକରେ ତାଲା ପକାଇ ଟାୟାର ଜାଳି ଆନ୍ଦୋଳନ କରିଛନ୍ତି। ବିଶ୍ବବିଦ୍ୟାଳୟର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଛାତ୍ରୀ।

ସରିନି କୋର୍ସ, ତାତିଲେ ରମାଦେବୀ ଛାତ୍ରୀ

ରମାଦେବୀ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ରାସ୍ତା ଅବରୋଧ କରିବା ସହ ଏହାକୁ ବିରୋଧ କରିଛନ୍ତି। ବର୍ଷକର ପାଠ୍ୟକ୍ରମ ସାରିନଥିବା ବେଳେ 15 ଦିନ ପୂର୍ବରୁ କିଭଳି ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଉଛି । ସେନେଇ ଛାତ୍ରୀ ଅଶାନ୍ତି ଦେଖାଦେଇଛି।

ଏହାକୁ ନେଇ ରମାଦେବୀ କଲେଜର ପ୍ରିନ୍ସିପାଲ କହିଛନ୍ତି ଯେ, ଏଥିରେ ଡରିବାର ନାହିଁ। ପରୀକ୍ଷାକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାସହ ପରୀକ୍ଷା ଫେବୃୟାରୀ ମାସରେ ନହୋଇ ମାର୍ଚ୍ଚ ମାସରେ ହେବା ନେଇ ସେ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ରମାଦେବୀ ଯୁକ୍ତ ଦୁଇ ପ୍ରଥମ ବର୍ଷର ପରୀକ୍ଷା କୁ ନେଇ ଛାତ୍ରୀ ଅଶାନ୍ତି।

ବିଶ୍ୱବିଦ୍ୟାଳୟ ରେ ଜଳିଲା ପରୀକ୍ଷା ର ନିଆଁ । ରମାଦେବୀ ବିଶ୍ୱବିଦ୍ୟାଳୟ ରେ ଯୁକ୍ତ 2 ବର୍ଷର ଛାତ୍ରୀ ବିଶ୍ୱବିଦ୍ୟାଳୟ ର ଫାଟକରେ ତାଲା ପକାଇ ଟାୟାର ଜାଳି ଆନ୍ଦୋଳନ କରିଛନ୍ତି। ବିଶ୍ୱବିଦ୍ୟାଳୟ ର ମୁଖ୍ୟ ରାସ୍ତା କୁ ଅବରୋଧ କରି ଛନ୍ତି ଛାତ୍ରୀ।

Body:
ରମାଦେବୀ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ରାସ୍ତା ଅବରୋଧ କରିବା ସହ ଏହାକୁ ବିରୋଧ କରିଛନ୍ତି। ବର୍ଷକର ପାଠ୍ୟକ୍ରମ ସାରିନଥିବା ବେଳେ 15 ଦିନ ପୂର୍ବରୁ କିଭଳି ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଉଛି। ସେନେଇ ଛାତ୍ରୀ ଅଶାନ୍ତି ଦେଖାଦେଇଛି।

ଏହାକୁ ନେଇ ରମାଦେବୀ କଲେଜର ପ୍ରିନ୍ସିପାଲ କହିଛନ୍ତି ଯେ ଏଥିରେ କୌଣସି ଡରିବାର ନାଇଁ। ପରୀକ୍ଷାକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଯାହା ପରୀକ୍ଷା ଫେବୁଆରୀ ମାସରେ ନହୋଇ ମାର୍ଚ୍ଚ ମାସରେ କରିବାକୁ ସୂଚନା ଦେଇଛନ୍ତି।

Byte- ଛାତ୍ରୀ, ରମାଦେବୀ।
Byte- ମମତା ପତ୍ରି , ପ୍ରିନ୍ସିପାଲ ରମାଦେବୀ କଲେଜ।

Conclusion:
Last Updated : Jan 21, 2020, 2:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.