ETV Bharat / city

କୋରୋନା ପାଇଁ ଫିକା ରଜ, ତିନି ଇଞ୍ଚର ଦୋଳି ତିଆରି କଲେ ଯୁବ ଇଞ୍ଜିନିୟର

କୋରୋନା ପାଇଁ ଫିକା ପଡିଲା ରଜ । ସଚେତନତାର ବାର୍ତ୍ତା ଦେଲେ ଯୁବ ଇଞ୍ଜିନିୟର । ଅଧିକ ପଢନ୍ତୁ...

author img

By

Published : Jun 14, 2021, 7:20 PM IST

Raj doli is made through a chalk by engineer
କୋରୋନା ପାଇଁ ଫିକା ପଡିଲା ରଜ, ସଚେତନତାର ବାର୍ତ୍ତା ଦେଲେ ଯୁବ ଇଞ୍ଜିନିୟର

ଭୁବନେଶ୍ବର: କୋରୋନା ପାଇଁ ଫିକା ପଡିଲା ରଜ l ଲୋକମାନେ 2 ବର୍ଷ ହେଲା ପର୍ବ ପର୍ବାଣୀ ଠିକରେ ପାଳନ କରିପାରୁନାହାନ୍ତି। ଏହି ମହାମାରୀ ସମୟରେ କିଏ ନିଜ ଘରେ ରଜ ପାଳୁଛି ତ ଆଉ କିଏ ଭର୍ଚୁଆଲରେ ରଜ ପାଳନ କରୁଛି।

ହେଲେ ଏସବୁ ଭିତରେ ରାଜଧାନୀର ଜଣେ ଯୁବ ଇଞ୍ଜିନିୟର ଶିବାଶିଷ ପଣ୍ଡା ଚକ ଖଡ଼ି ମାଧ୍ୟମରେ ରଜ ଦୋଳି ତିଆରି କରିଛନ୍ତି। ଯାହାର ଉଚ୍ଚତା ରହିଛି ତିନି ଇଞ୍ଚ। ସେ ଓଡ଼ିଶାର ସଂସ୍କୃତିକୁ ଏପରି ଭାବରେ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରିଛନ୍ତି। ଏହି ଚକ ଖଡ଼ିରେ ରଜ ଦୋଳି ତିଆରି କରି ଲୋକମାନଙ୍କୁ ସଚେତନର ବାର୍ତ୍ତା ମଧ୍ୟ ଦେଇଛନ୍ତି।

ଭୁବନେଶ୍ବରରୁ ମନରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.