ETV Bharat / city

ଫୋକସରେ ପ୍ଲାଷ୍ଟିକ ବ୍ୟାନ, ରେଳବାଇ ଅଧିକାରୀ ବାଣ୍ଟିଲେ କାଗଜ ବ୍ୟାଗ

author img

By

Published : Sep 30, 2019, 9:20 PM IST

ପୂର୍ବତଟ ରେଳବାଇ ପକ୍ଷରୁ ସ୍ଵଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଛି । ରେଳବାଇ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଷ୍ଟେସନକୁ ପ୍ଲାଷ୍ଟିକ ମୁକ୍ତ ଓ ପରିଷ୍କାର ରଖିବାକୁ ଲୋକମାନଙ୍କୁ ସଚେତନତା କରିବା ସହ ଏକ କାଗଜ ବ୍ୟାଗ ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଚଳିତବର୍ଷ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ପୂର୍ବତଟ ରେଳବାଇ ପକ୍ଷରୁ ସ୍ଵଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଛି । ରେଳବାଇ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଷ୍ଟେସନକୁ ପ୍ଲାଷ୍ଟିକ ମୁକ୍ତ ଓ ପରିଷ୍କାର ରଖିବାକୁ ଲୋକମାନଙ୍କୁ ସଚେତନତା କରିବା ସହ ଏକ କାଗଜ ବ୍ୟାଗ ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତାସହ ପ୍ଲାଷ୍ଟିକ ମୁକ୍ତକୁ ନେଇ ପ୍ଲାଟଫର୍ମରେ ଲୋକମାନଙ୍କୁ ସଚେତନତା କରିବା ଲାଗି ଏକ ନାଟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ମଞ୍ଚେଶ୍ବରରେ ଏକ ମେସିନ ଖୁବ ଶୀଘ୍ର ବସିବ। ଯାହାର କାର୍ଯ୍ୟ ମଞ୍ଚେଶ୍ବର ନିକଟରେ କରାଯିବ । ଏବଂ ରେଳ ଷ୍ଟେସନରେ ଲାଗିଥିବା ପ୍ଲାଷ୍ଟିକ ବୋତଲକୁ ପୁନଃ ନବିକରଣ କରିବା ପାଇଁ ମେସିନ ଆଉ ଥରେ ସ୍ଥାପନ କରଯିବ । ଯାହା ଫଳରେ ଯାତ୍ରୀମାନେ ଉପକୃତ ହୋଇପାରିବେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ପ୍ଲାଷ୍ଟିକ ବ୍ୟାନ କୁ ନେଇ ରେଳବାଇ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ।

ଅକ୍ଟୋବର ଦୁଇ ତାରିଖ ଗାନ୍ଧି ଜୟନ୍ତୀ ଉପଲକ୍ଷେ ରାଜ୍ୟରେ ପ୍ଲାଷ୍ଟିକ ବନ୍ଦ କରାଯାଉଛି। ତେବେ ରେଳ ଷ୍ଟେସନକୁ ପ୍ଲାଷ୍ଟିକ ମୁକ୍ତ ଓ ପରିଷ୍କାର ରଖିବାକୁ ରେଳବାଇ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଲୋକମାନଙ୍କୁ ସଚେତନତା କରିବା ସହ ଏକ କାଗଜ ବ୍ୟାଗ ପ୍ରଦାନ କରିଛନ୍ତି।

Body:
ପୂର୍ବତଟ ରେଳବାଇ ପକ୍ଷରୁ ସ୍ଵଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି। ତା ସହ ପ୍ଲାଷ୍ଟିକ ମୁକ୍ତ କୁ ନେଇ ପ୍ଲାଟ ଫର୍ମ ରେ ଲୋକମାନଙ୍କୁ ସଚେତନତା କରିବା ଲାଗି ଯୁବକ ଯୁବୟୀଙ୍କର ଏକ ନାଟକ ମାଧ୍ୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯାହା ଫଳରେ ରେଳବାଇ ଅଧିକାରୀ ମାନେ ଟ୍ରେନ ରେ ବସିଥିବା ଯାତ୍ରୀଙ୍କୁ କାଗଜ ବ୍ୟାଗ ସହ ଏକ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ମଞ୍ଚେଶ୍ୱରରେ ଏକ ମେସିନ ଖୁବ ଶୀଘ୍ର ଆସିବ। ଯାହାର କାର୍ଯ୍ୟ ମଞ୍ଚେଶ୍ୱର ନିକଟରେ କରାଯିବ। ଏବଂ ରେଳ ଷ୍ଟେସନରେ ଲାଗିଥିବା ପ୍ଲାଷ୍ଟିକ ବଟଲ କୁ ପୁନଃ ନବିକାରଣ କରିବା ମେସିନ ଆଉ ଥରେ ସ୍ଥାପନ କରଯିବା ଯାହା ଫଳରେ ଯାତ୍ରୀମାନେ ଉପକୃତ ହୋଇପାରିବେ।

Byte- ସୁଧୀର କୁମାର, ଜେନେରାଲ ମ୍ୟାନେଜର, ପୂର୍ବତଟ ରେଳବାଇ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.