ETV Bharat / city

ରେଳ ରୋକ ଆନ୍ଦୋଳନ: ପୂର୍ବତଟ ରେଳବାଇ ପକ୍ଷରୁ ବହୁ ଟ୍ରେନ ବାତିଲ - ରେଳ ରୋକ ଆନ୍ଦୋଳନ

ରାଜ୍ୟରେ ସ୍ଥାନେ ସ୍ଥାନେ ଦେଖିବାକୁ ମିଳିଛି ବିଭିନ୍ନ ସଂଗଠନ ପକ୍ଷରୁ ରେଳ ରୋକ ଆନ୍ଦୋଳନ । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ରେଳବାଇ ପକ୍ଷରୁ କିଛି ଟ୍ରେନକୁ ସମ୍ପୂର୍ଣ୍ଣ ଓ କିଛି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି।

eastcoast railway, rail roko protest, train details latest, ଟ୍ରେନ ନ୍ୟୁଜ୍‌ ଲାଟେଷ୍ଟ, ରେଳ ରୋକ ଆନ୍ଦୋଳନ, ପୂର୍ବତଟ ରେଳବାଇ
ପ୍ରତାକାତ୍ମକ ଫଟୋ
author img

By

Published : Dec 15, 2019, 7:27 AM IST

ଭୁବନେଶ୍ବର: ରାଜ୍ୟରେ ସ୍ଥାନେ ସ୍ଥାନେ ଦେଖିବାକୁ ମିଳିଛି ବିଭିନ୍ନ ସଂଗଠନ ପକ୍ଷରୁ ରେଳ ରୋକ ଆନ୍ଦୋଳନ । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ରେଳବାଇ ପକ୍ଷରୁ କିଛି ଟ୍ରେନକୁ ସମ୍ପୂର୍ଣ୍ଣ ଓ କିଛି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି। ସେହିପରି କିଛି ଟ୍ରେନଗୁଡିକ ଗନ୍ତବ୍ୟ ସ୍ଥଳରୁ ବିଳମ୍ବରେ ଛାଡିବ ବୋଲି ନିଷ୍ପତ୍ତି ନେଇଛି ପୂର୍ବତଟ ରେଳବାଇ।

ପଶ୍ଚିମବଙ୍ଗରେ ଦକ୍ଷିଣପୂର୍ବ ରେଳପଥର ଖଡଗପୁର ଓ ହାୱଡା ରେଳ ଡିଭିଜନ ମଧ୍ୟରେ ସଂକ୍ରାଏଲ, ମୋରିଗ୍ରାମ, ବଂକ୍ର ନୟାବଜ, ନାଳପୁର ଷ୍ଟେସନରେ ଲୋକମାନଙ୍କ ଦ୍ବାରା ବିକ୍ଷୋଭ ଯୋଗୁଁ ଓଡିଶା ଦେଇ ଯାଉଥିବା ଟ୍ରେନଗୁଡିକୁ ମଧ୍ୟ ବାତିଲ କରାଯାଇଛି। ଫଳରେ ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବାତିଲ ହୋଇଥିବା ଟ୍ରେନ ଗୁଡିକ ହେଲା:

20889 ହାୱଡା- ତିରୁପତି ହମସଫର ଏକ୍ସପ୍ରେସ
22877 ହାୱଡା- ଏରଣାକୁଲମ ଅନ୍ତର୍ଦ୍ବୟ ଏକ୍ସପ୍ରେସ
12841 ହାୱଡା- ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ
12245 ହାୱଡା - ଯସବନ୍ତପୁର ଦୁରନ୍ତ ଏକ୍ସପ୍ରେସ
18645 ହାୱଡା- ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ
12847 ହାୱଡା- ପୁନେ ଦୁରନ୍ତ ଏକ୍ସପ୍ରେସ
12860 ହାୱଡା- ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ

ସେହିପରି ପୁରୀକୁ ବାତିଲ ହୋଇଥିବା ଟ୍ରେନଗୁଡିକ ହେଉଛି ପୁରୀ ଦୁର୍ଗ ଏକ୍ସପ୍ରେସ, ପୁରୀ-ସନ୍ତରାଗାଛି ପାସେଞ୍ଜର, ପୁରୀ-ଖୋର୍ଦ୍ଧା ପାସେଞ୍ଜର, ପୁରୀ-ହାୱଡା ଜଗନ୍ନାଥ ଏକ୍ସପ୍ରେସ, ପୁରୀ-ହାୱଡା ଏକ୍ସପ୍ରେସ । ଅନ୍ୟପଟେ ପୁରୀରୁ ଛାଡିଥିବା ଶତାବ୍ଦୀ ଏକ୍ସପ୍ରେସ ହାୱଡା ପରିବର୍ତ୍ତେ ଖଡଗପୁରରୁ ଫେରିବ।

ମଧ୍ୟବର୍ତ୍ତୀ ଷ୍ଟେସନମାନଙ୍କରରେ ନିୟନ୍ତ୍ରଣ ହୋଇଥିବା ଟ୍ରେନ:

- ଚେନ୍ନାଇ-ହାୱଡା କରମଣ୍ଡଳ ଏକ୍ସପ୍ରେସ ପାଂସରାରେ ରହିବ
- ଯସବନ୍ତପୁର-ହାୱଡା ଦୁରନ୍ତ ଏକ୍ସପ୍ରେସ ଭଦ୍ରକରେ ରହିବ
- ସିକନ୍ଦରାବାଦ-ହାୱଡା ଫଳାକାନାମ ଏକ୍ସପ୍ରେସ ଯାଜପୁର-କେନ୍ଦୁଝର ରୋଡରେ ରହିବ
- ପୁରୀ-ହାୱଡା ଧଉଳି ଏକ୍ସପ୍ରେସ କଟକରେ ରହିବ
- ଭାସ୍କୋଡାଗାମା-ହାୱଡା ଏକ୍ସପ୍ରେସ ବାଲୁଗାଁରେ ରହିବ
- ଚେନ୍ନାଇ-ହାୱଡା ମେଲ ଛତ୍ରପୁରରେ ରହିବ

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ରେଳ ରୋକ ଆନ୍ଦୋଳନ, ପୂର୍ବ ତଟ ରେଳବାଇ ପକ୍ଷରୁ ବହୁ ଟ୍ରେନ ବାତିଲ।

ବିଭିନ୍ନ ସଂଗଠନ ପକ୍ଷରୁ ରେଳ ରୋକ ଆନ୍ଦୋଳନ ବିଭିନ୍ନ ସ୍ଥାନରେ ଦେଖା ଦେଇଛି। ଆଇନ ଶୃଙ୍ଖଳା ପରିସ୍ଥିତିପାଇଁ ରେଳବାଇ ପକ୍ଷରୁ କିଛି ଟ୍ରେନକୁ ସଂପୂର୍ଣ୍ଣ ଭବାରେ ଓ ଆଂଶିକ ବାତିଲ କରାଯାଇଛି। ସେହି ପରି କିଛି ଟ୍ରେନ ଗୁଡିକ ଗନ୍ତବ୍ୟ ସ୍ଥଳରୁ ବିଳମ୍ବରେ ଛାଡିବ ବୋଲି ନିଷ୍ପତି ନେଇଛି ପୂର୍ବତଟ ରେଳବାଇ।

Body:
ପଶ୍ଚିମ ବଙ୍ଗରେ ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଓ ହାୱାଡା ରେଳ ଡିଭିଜନ ମଧ୍ୟରେ ସଂକ୍ରାଏଲ, ମୋରିଗ୍ରାମ, ବଂକ୍ର ନୟାବଜ, ନାଳପୁର ଷ୍ଟେସନ ରେ ଲୋକମାନଙ୍କ ଦ୍ବାରା ବିକ୍ଷୋଭ ଯୋଗୁଁ ଓଡିଶା ମଦ୍ୟ ଦେଇ ଯାଉଥିବା ଟ୍ରେନ ଗୁଡିକକୁ ମଧ୍ୟ ବାତିଲ କରାଯାଇଛି। ଏହା ଫଳରେ ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀମ ହେଉଛନ୍ତି।

ବାତିଲ ହୋଇଥିବା ଟ୍ରେନ ଗୁଡିକ ହେଲା।

୨୦୮୮୯ ହାୱାଡା- ତିରୁପତି ହମସଫର ଏକ୍ସପ୍ରେସ।
୨୨୮୭୭ ହାୱାଡା- ଏରଣାକୁଳମ ଅନ୍ତର୍ଦ୍ୱୟ ଏକ୍ସପ୍ରେସ।
୧୨୮୪୧ ହାୱାଡା- ଚେନ୍ନାଇ କରାମଣ୍ଡଳ ଏକ୍ସପ୍ରେସ।
୧୨୨୪୫ ହାୱାଡା - ଯସବନ୍ତପୁର ଦୁରନ୍ତ ଏକ୍ସପ୍ରେସ।
୧୮୬୪୫ ହାୱାଡା- ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ।
୧୨୮୪୭ ହାୱାଡା- ପୁନେ ଦୁରନ୍ତ ଏକ୍ସପ୍ରେସ।
୧୨୮୬୦ ହାୱାଡା- ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ। ରହିଥିବା ବେଳେ

ପୁରୀକୁ ବାତିଲ ହୋଇଥିବା ଟ୍ରେନ ଗୁଡିକ ହେଲା

ପୁରୀ ଦୁର୍ଗ ଏକ୍ସପ୍ରେସ, ପୁରୀ ରୁ ସନ୍ତରାଗାଛି ପାସେଞ୍ଜର, ପୁରୀ ରୁ ଖୋରଦା ପାସେଞ୍ଜର, ପୁରୀ ହାୱାଡା ଜଗନ୍ନାଥ ଏକ୍ସପ୍ରେସ, ପୁରୀ ରୁ ହାୱାଡା ଏକ୍ସପ୍ରେସ ଆଦି ଟ୍ରେନ ଗୁଡିକ ବାତିଲ କରାଯାଇଛି।
ପୁରୀରୁ ଛାଡିଥିବା ଶତାବ୍ଦୀ ଏକ୍ସପ୍ରେସ ହାୱାଡା ପରିବର୍ତେ ଖଡ୍ଗପୁରରୁ ଫେରିବ।
ମଧ୍ୟବର୍ତ୍ତୀ ଷ୍ଟେସନ ମାନଙ୍କରରେ ନିୟନ୍ତ୍ରଣ ହୋଇଥିବା ଟ୍ରେନ।
ଚେନ୍ନାଇ- ହାୱାଡା କରାମଣ୍ଡଳ ଏକ୍ସପ୍ରେସ ପାଂସରାରେ ରହିବ।
ଯସବନ୍ତପୁର- ହାୱାଡା ଦୁରନ୍ତ ଏକ୍ସପ୍ରେସ ଭଦ୍ରକ ରେ ରହିବ।
ସିକନ୍ଦରାବଦ- ହାୱାଡା ଫଳାକାନାମ ଏକ୍ସପ୍ରେସ ଯାଜପୁର କେନ୍ଦୁଝର ରୋଡ଼ ରେ ରହିବ।
ପୁରୀ - ହାୱାଡା ଧଉଳି ଏକ୍ସପ୍ରେସ କଟରେ ରହିବ।
ଭାସ୍କଡାମା - ହାୱାଡା ଏକ୍ସପ୍ରେସ ବାଲୁଗାଁ ରେ ରହିବ।
ଚେନ୍ନାଇ- ହାୱାଡା ମେଲ ଛତ୍ରପୁରରେ ରହିବ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.