ETV Bharat / city

ବୁର୍ଲା ଭିସୁଟରେ ରାଗିଂ ଘଟଣା, ଓଏଚଆରସି ନିକଟରେ ଅଭିଯୋଗ

ସମ୍ବଲପୁର ବୁର୍ଲା ଭିସୁଟରେ କିଛି ଦିନ ତଳେ ରାଗିଂକୁ ନେଇ ଘଟଣା ଘଟିଥିବାବେଳେ ଆଜି ରାଜ୍ୟ ମାନବାଧିକାରଙ୍କ ନିକଟରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

author img

By

Published : Mar 15, 2021, 3:23 PM IST

ବୁର୍ଲା ଭିସୁଟରେ ରାଗିଂ ଘଟଣା, ଓଏଚଆରସି ନିକଟରେ ଅଭିଯୋଗ
ବୁର୍ଲା ଭିସୁଟରେ ରାଗିଂ ଘଟଣା, ଓଏଚଆରସି ନିକଟରେ ଅଭିଯୋଗ

ଭୁବନେଶ୍ବର: ସମ୍ବଲପୁର ବୁର୍ଲାସ୍ଥିତ ଭିସୁଟରେ ରାଗିଂକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବାବେଳେ ମାନାବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ରାଜ୍ୟରେ ରହିବା କଲେଜ କ୍ୟାମ୍ପସକୁ ରାଗିଂ ଫି କରିବା ପାଇଁ ଏକ ଟିମ ଗଠନ କରାଯାଉ । ଯାହା ଫଳରେ ପାଠ ପଢିବା ପାଇଁ ଯାଉଥିବା ଛାତ୍ରଛାତ୍ରୀ ସୁରକ୍ଷିତ ଭାବରେ ପଢିପାରିବେ।

ଏଭଳି ବାରମ୍ବାର ରାଜ୍ୟରେ ବିଭିନ୍ନ କଲେଜରେ ରାଗିଂ ଘଟଣା ପ୍ରଥମ ନୁହେଁ, ଏହା ପୂର୍ବରୁ ଅନେକ କଲେଜମାନଙ୍କରେ ରାଗିଂ ହୋଇଛି। କିଛି କଲେଜରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ ଆଉ କିଛି କଲେଜରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ସୂଚନା ମୁତାବକ ସମ୍ବଲପୁର ଭୀମସାରରେ ଦ୍ବିତୀୟ ବର୍ଷ ଏମବିବିଏସ ଛାତ୍ରଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି । ସେହି ବିଭାଗର ଚତୁର୍ଥ ବର୍ଷର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି । ତେବେ ଏହି ରାଗିଂ ହୋଇଥିବା ଦ୍ବିତୀୟ ବର୍ଷ ଛାତ୍ରମାନେ ଆଣ୍ଟି ରାଗିଂ ସେଲକୁ ଅବଗତ କରାଇଥିବାବେଳେ କଲେଜ କତ୍ତୃପକ୍ଷଙ୍କୁ ମଧ୍ୟ ଜଣାଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.