ETV Bharat / city

ଶିକ୍ଷା ମାନସୂଚୀ ମାନ୍ୟତା, ଜାଣନ୍ତୁ କେତେ ନମ୍ବର ସ୍ଥାନରେ ରହିଛି ଓଡିଶା ? - ସ୍କୁଲ ଶିକ୍ଷା ଗୁଣବତ୍ତା ସୂଚକ।ଙ୍କ ରିପୋର୍ଟ

ନିତି ଆୟୋଗ ପକ୍ଷରୁ ସ୍କୁଲଶିକ୍ଷା ଗୁଣବତ୍ତା ରିପୋର୍ଟରେ ୨୦ଟି ବଡ଼ ରାଜ୍ୟ ଓ ୮ଟି ଛୋଟ ରାଜ୍ୟମାନଙ୍କୁ ନେଇ ମାନ୍ଯତା ପ୍ରକାଶ ପାଇଛି । ଦୁଇଟି ପର୍ଯ୍ୟାୟରେ ମାନ୍ୟତା ପ୍ରକାଶ ପାଇଛି । ପ୍ରଥମଟି ହେଲା Overall performance rank ଓ ଦ୍ବତୀୟଟି ଇଂକ୍ରିମେଣ୍ଟାଲ ପରଫରମାନ୍ସ ରାଙ୍କିଙ୍ଗ । ଏହି ରିପୋର୍ଟରେ କେରଳ ଶୀର୍ଷ ସ୍ଥାନରେ ଥିବାବେଳେ ଓଡିଶା ଦ୍ବାଦଶ ସ୍ଥାନରେ ରହିଛି ।

ଡିଜାଇନ ଫଟୋ
author img

By

Published : Sep 30, 2019, 5:04 PM IST

ଭୁବନେଶ୍ବର: ସ୍କୁଲ ଶିକ୍ଷା ଗୁଣବତ୍ତା ସୂଚକାଙ୍କ ରିପୋର୍ଟ ଉପସ୍ଥାପନ କରିଛି ନୀତି ଆୟୋଗ । ପ୍ରଥମଥର ପାଇଁ ନିତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି ସ୍କୁଲ ଏଜୁକେସନ କ୍ବାଲିଟି ଇଣ୍ଡେକ୍ସ ରିପୋର୍ଟ । ଦେଶରେ ଥିବା ସମସ୍ତ ରାଜ୍ୟଗୁଡିକର ଶିକ୍ଷାର ମାନ ନିର୍ଦ୍ଧାରଣ କରି କେଉଁ ରାଜ୍ୟ ଶିକ୍ଷା କ୍ଷେତ୍ରରେ କେତେ ଉପଲବ୍ଧି କରିପାରିଛନ୍ତି ତାହା MHRD,ବିଶ୍ବ ବ୍ୟାଙ୍କ,ନୀତି ଆୟୋଗ ମିଳିତ ଉଦ୍ୟମରେ ରିପୋର୍ଟ ପ୍ରସ୍ତୁତ ହୋଇଛି ।

report 2
ନୀତି ଆୟୋଗ ରିପୋର୍ଟ

ନିତି ଆୟୋଗ ପକ୍ଷରୁ ସ୍କୁଲଶିକ୍ଷା ଗୁଣବତ୍ତା ରିପୋର୍ଟରେ ୨୦ଟି ବଡ଼ ରାଜ୍ୟ ଓ ୮ଟି ଛୋଟ ରାଜ୍ୟମାନଙ୍କୁ ନେଇ ମାନ୍ଯତା ପ୍ରକାଶ ପାଇଛି । ଦୁଇଟି ପର୍ଯ୍ୟାୟରେ ମାନ୍ୟତା ପ୍ରକାଶ ପାଇଛି । ପ୍ରଥମଟି ହେଲା Overall performance rank ଓ ଦ୍ବତୀୟଟି ଇଂକ୍ରିମେଣ୍ଟାଲ ପରଫରମାନ୍ସ ରାଙ୍କିଙ୍ଗ ।

Overall performance rank ରେ ପ୍ରଥମ 10 ରାଜ୍ୟରେ ଓଡିଶାର ସ୍ଥାନ ନାହିଁ । ତେବେ ମାନ୍ୟତାର ପ୍ରଥମ ସ୍ଥାନରେ କେରଳ ଥିବାବେଳେ ରାଜସ୍ଥାନ ଦ୍ବିତୀୟ, କର୍ଣ୍ଣାଟକ ତୃତୀୟ ସ୍ଥାନରେ ରହିଛି । ଆନ୍ଧ୍ରପ୍ରଦେଶ ଚତୁର୍ଥ ସ୍ଥାନରେ ରହିଥିବାବେଳେ ଓଡିଶା ଦ୍ବାଦଶ ସ୍ଥାନରେ ରହିଛି । ସେହିଭଳି Incremental Performances Ranking ରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି ।

ଅତ୍ୟନ୍ତ ନୈରାଶ୍ୟଜନକ ତାଲିକାରେ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାର, ପଞ୍ଜାବ, ଜମ୍ମୁ-କଶ୍ମୀର ଏବଂ ଉତ୍ତରପ୍ରଦେଶ ରାଜ୍ୟ ସାମିଲ ଅଛି । ରାଜ୍ୟମାନଙ୍କର ୨୦୧୭-୧୮ର ଡାଟା ଅନୁସାରେ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ଲର୍ଣ୍ଣିଂ ଆଉଟକମ୍ ଆଧାରରେ ଏହି ମୂଲ୍ୟାଙ୍କନ କରାଯାଇଛି ।

୩୦ଟି ବିଭିନ୍ନ ପ୍ରକାରର ସୂଚକାଙ୍କ ସହିତ ୬ଟି ମାନଦଣ୍ଡକୁ ସାମିଲ କରାଯାଇ ରିପୋର୍ଟ ଚୂଡ଼ାନ୍ତ କରାଯାଇଛି । ଶିକ୍ଷାର ଗୁଣବତ୍ତା, ଛାତ୍ରଛାତ୍ରୀମାନେ ଗ୍ରହଣ କରିଥିବା ଶିକ୍ଷାର ସ୍ତର, ସ୍କୁଲରେ କିଭଳି ଶିକ୍ଷାଦାନ ଦିଆଯାଉଛି, ଶିକ୍ଷା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ପ୍ରଶାସନ ଭଳି ମାନଦଣ୍ଡ ମାନ୍ୟତା ପାଇଁ ନିର୍ଦ୍ଧାରଣ କରାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ସ୍କୁଲ ଶିକ୍ଷା ଗୁଣବତ୍ତା ସୂଚକ।ଙ୍କ ରିପୋର୍ଟ ଉପସ୍ଥାପନ କରିଛି ନୀତି ଆୟୋଗ। (ସ୍କୁଲ ଏଜୁକେସନ କ୍ବାଲିଟି ଇଣ୍ଡେକ୍ସ)
ପ୍ରଥମଥର ପାଇଁ ନିତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏହି ରିପୋର୍ଟ।ଦେଶର ରାଜ୍ୟ ଗୁଡିକର ଶିକ୍ଷା ର ମାନ ନିର୍ଦ୍ଧାରଣ କରି କେଉଁ ରାଜ୍ୟ ଶିକ୍ଷା କ୍ଷେତ୍ରରେ କେତେ ଉପଲବ୍ଧି କରିପାରିଛନ୍ତି ତାହା
MHRD,World bank,Nitiayog ମିଳିତ ଉଦ୍ୟମରେ ରିପୋର୍ଟ ପ୍ରସ୍ତୁତ ହୋଇଛି।

ନିତି ଆୟୋଗ ପକ୍ଷରୁ ସ୍କୁଲ ଶିକ୍ଷା ଗୁଣବତ୍ତା ରିପୋର୍ଟ ୨୦ଟି ବଡ଼ ରାଜ୍ୟ ଓ ୮ଟି ଛୋଟ ରାଜ୍ୟମାନଙ୍କୁ ରୢାଙ୍କିଂ କରାଯାଇଛି।
Body:ଦୁଇଟି ପର୍ଯ୍ୟାୟରେ ରାଙ୍କିଙ୍ଗ କୁ ଵିଭକ୍ତ କରାଯାଇଛି।ପ୍ରଥମ Overall performance rank ଓ ଦୂତୀୟଟି ଇଂକ୍ରିମେଣ୍ଟାଲ ପରଫୋରମାନ୍ସ ରାଙ୍କିଙ୍ଗ ।
Overall performance rank ରେ ପ୍ରଥମ 10 ରାଜ୍ୟରେ ନାହିଁ ଓଡିଶା।
କେରଳ ପ୍ରଥମ ସ୍ଥାନରେ ଥିବାବେଳେ ରାଜସ୍ଥାନ ଦ୍ବିତୀୟ, କର୍ଣ୍ଣାଟକ ତୃତୀୟ ସ୍ଥାନରେ ରହିଛି। ଆନ୍ଧ୍ରପ୍ରଦେଶ ଚତୁର୍ଥ ସ୍ଥାନରେ ରହିଥିବାବେଳେ, ଓଡିଶା ଦ୍ୱାଦଶ ସ୍ଥାନରେ ରହିଛ ।।।ସେହିଭଳି Incremental Performances Ranking ରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି ।

ଅତ୍ୟନ୍ତ ନୈରାଶ୍ୟଜନକ ତାଲିକାରେ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାର, ପଞ୍ଜାବ, ଜମ୍ମୁ-କଶ୍ମୀର ଏବଂ ଉତ୍ତରପ୍ରଦେଶ ରାଜ୍ୟ ସାମିଲ ଅଛି।

ରାଜ୍ୟମାନଙ୍କର ୨୦୧୭-୧୮ର ଡାଟା ଅନୁସାରେ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ଲର୍ଣ୍ଣିଂ ଆଉଟକମ୍ ଆଧାରରେ ଏହି ମୂଲ୍ୟାଙ୍କନ କରାଯାଇଛି।

Conclusion:୩୦ଟି ବିଭିନ୍ନ ପ୍ରକାରର ସୂଚକାଙ୍କ ସହିତ ୬ଟି ମାନଦଣ୍ଡକୁ ସାମିଲ କରାଯାଇ ରିପୋର୍ଟ ଚୂଡ଼ାନ୍ତ କରାଯାଇଛି। ଶିକ୍ଷାର ଗୁଣବତ୍ତା, ଶିକ୍ଷା ପର୍ଯ୍ୟନ୍ତ ପହଞ୍ଚିବା, ଛାତ୍ରଛାତ୍ରୀମାନେ ଗ୍ରହଣ କରିଥିବା ଶିକ୍ଷାର ସ୍ତର, ସ୍କୁଲ୍‌ରେ କିଭଳି ଭାବେ ଶିକ୍ଷା ଦିଆଯାଉଛି, ଶିକ୍ଷା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ପ୍ରଶାସନ ଭଳି ମାନଦଣ୍ଡ ରୢାଙ୍କିଂ ପାଇଁ ନିର୍ଦ୍ଧାରଣ କରାଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.