ETV Bharat / city

ଭୁବନେଶ୍ବର ସରକାରୀ ଜମିରେ ଥିବା ପୂଜାମଣ୍ଡପ ଉଚ୍ଛେଦ, ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ବିରୋଧ - ଭୁବନେଶ୍ବରରେ ପୂଜାମଣ୍ଡପ ଉଚ୍ଛେଦ

ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଧିନସ୍ଥ ସାମନ୍ତରାପୁରରେ ଥିବା ଏକ ପୂଜା ମଣ୍ଡପକୁ ଉଚ୍ଛେଦ କରାଯାଇଛି । ଏହି ସମୟରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବିରୋଧ କରାଯାଇଥିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର ସରକାରୀ ଜମିରେ ଥିବା ପୂଜା ମଣ୍ଡପ ଉଚ୍ଛେଦ

author img

By

Published : Nov 11, 2020, 8:10 PM IST

ଭୁବନେଶ୍ବର: ରାଜଧାନୀରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ । ସରକାରୀ ଜମି ଉପରେ ଥିବା ଜବରଦଖଲକୁ ହଟାଇଛି ଭୁବନେଶ୍ବର ପ୍ରଶାସନ । ତେବେ ପ୍ରଶାସନର ଉଚ୍ଛେଦକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ ।

ଭୁବନେଶ୍ବର ସରକାରୀ ଜମିରେ ଥିବା ପୂଜାମଣ୍ଡପ ଉଚ୍ଛେଦ

ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଧିନସ୍ଥ ସାମନ୍ତରାପୁର ନୂଆଗାଁ ମୌଜା ସରକାରୀ ପ୍ଲଟ ନଂ ୨୨ରେ ଦୀର୍ଘଦିନ ଧରି ଥିବା ଏକ ପୂଜା ମଣ୍ଡପକୁ ଉଚ୍ଛେଦ କରାଯାଇଛି । ଭୁବନେଶ୍ବର ତହସିଲଦାର, ଖୋର୍ଦ୍ଧା ଉପଜିଲ୍ଲାପାଳ ଏବଂ ପୋଲିସ ଟିମ୍ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହିସମୟରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଉଚ୍ଛେଦକୁ ବିରୋଧ କରାଯିବାରୁ ଲୋକଙ୍କୁ ବୁଝାସୁଝା କରି ଉଚ୍ଛେଦ କାମ ପୁଣି ଆରମ୍ଭ କରାଯାଇଥିଲା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.