ETV Bharat / city

ଦେବୀଙ୍କ ବିଷୟରେ କୁଇଜ କାର୍ଯ୍ୟକ୍ରମ,100 ପ୍ରଶ୍ନର ଉତ୍ତର ଦିଅନ୍ତୁ ପୁରସ୍କାର ଜିତନ୍ତୁ

ଦଶହରା ପାଇଁ ଉତ୍ସବ ମୁଖର ରାଜଧାନୀ। ବିଭିନ୍ନ ସ୍ଥାନରେ ଦାଣ୍ଡିଆ ନାଇଟ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଦେବୀଙ୍କ ବିଷୟରେ 100 ଟି ପ୍ରଶ୍ନର ଉତ୍ତର ଦେଲେ ଜିତିବେ ଆକର୍ଷଣୀୟ ପୁରସ୍କାର।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର
author img

By

Published : Sep 29, 2019, 4:44 AM IST

ଭୁବନେଶ୍ବର: ଆସୁଛି ପାର୍ବଣର ପର୍ବ ଦଶହରା, ସେଥିପାଇଁ ଉତ୍ସବ ମୁଖର ରାଜଧାନୀ ଭୁବନେଶ୍ବର । ସ୍ଥାନେ ସ୍ଥାନେ ଆରମ୍ଭ ହେବାକୁ ଯାଉଛି ଦାଣ୍ଡିଆ ନାଇଟ। ଯାହା ବର୍ତ୍ତମାନର ଯୁବ ପିଢି ଓ ଝିଅ ମାନଙ୍କ ପାଇଁ ବେଶ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଦାଣ୍ଡିଆ ନାଚ ପ୍ରସ୍ତୁତି ପାଇଁ ଏବେ ବିଭିନ୍ନ ଆନୁଷ୍ଠାନ ସବୁ ଲାଗି ପଡିଥିବା ବେଳେ ରାଜଧାନୀର ଓଡ଼ିଶା ଇଣ୍ଟର ନେସନାଲ ସେଣ୍ଟର ଅନୁଷ୍ଠାନ ପକ୍ଷରୁ ଦାଣ୍ଡିଆ ନାଚ ସହ କିଛି ନୂଆ କରିବାର ପ୍ରୟାସ କରିଛି।

ଦେବୀଙ୍କ ବିଷୟରେ କୁଇଜ କାର୍ଯ୍ୟକ୍ରମ,100 ପ୍ରଶ୍ନର ଉତ୍ତର ଦିଅନ୍ତୁ ପୁରସ୍କାର ଜିତନ୍ତୁ

ତେବେ ଦେବୀ ଦୁର୍ଗାଙ୍କ ବିଷୟରେ 100 ଟି ପ୍ରଶ୍ନ ପଚାରି ଲୋକଙ୍କୁ ପୁରସ୍କୃତ କରିବାର ଯୋଜନା ରଖିଛି ଏହି ଅନୁଷ୍ଠାନ। ଏହା କରିବାର ଏକ ମାତ୍ର ଲକ୍ଷ୍ୟ ହେଲା ଲୋକଙ୍କ ଭିତରେ ଆଧ୍ୟାତ୍ମିକତାର ମନୋଭାବ ସୃଷ୍ଟି କରିବା ବୋଲି ଅନୁଷ୍ଠାନ ପ୍ରକାଶ କରିଛି।

ଚଳିତ ବର୍ଷ ଏହି ଦାଣ୍ଡିଆ ନାଇଟ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ପାଖ ଲକ୍ଷ୍ମୀ ପଡିଆରେ ଅନୁଷ୍ଠିତ କରାଯାଉଛି। ଦେବୀଙ୍କ ବିଷୟରେ 100 ଟି ପ୍ରଶ୍ନ ଉତ୍ତର ଦେଲେ ମିଳିବ ଧନ ରାଶି ସହ ପୁରସ୍କାର।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଦେବୀ ଙ୍କ ବିଷୟରେ 100 ଟି ପ୍ରଶ୍ନ ଉତ୍ତର ଦେଲେ ମିଳିବ ଧନ ରାଶି ସହ ପୁରସ୍କାର।

ଆସୁଛି ପାର୍ବଣ ର ପର୍ବ ଦଶହାରା, ସେଥିପାଇଁ ଉସବ ମୁଖର ରାଜଧାନୀ ଭୁବନେଶ୍ବର । ସ୍ଥାନେ ସ୍ଥାନେ ଆରମ୍ଭ ହେବା କୁ ଯାଉଛି ଦାଣ୍ଡିଆ ନାଇଟ। ଯାହା ବର୍ତ୍ତମାନ ର ଯୁବ ପିଢି ଙ୍କ ଓ ଝିଅ ମାନଙ୍କ ପାଇଁ ବେଶ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟି ଥାଏ। ଦାଣ୍ଡିଆ ନାଚ ପ୍ରସ୍ତୁତି ପାଇଁ ଏବେ ବିଭିନ୍ନ ଆନୁଷ୍ଠାନ ସବୁ ଲାଗି ପଡିଥିବା ବେଳେ ରାଜଧାନୀ ର ଓଡ଼ିଶା ଇଂଣ୍ଟର ନେସନାଲ ସେଣ୍ଟର ଅନୁଷ୍ଠାନ ପକ୍ଷରୁ ଦାଣ୍ଡିଆ ନାଚ ସହ କିଛି ନୂଆ କରିବାର ପ୍ରୟାସ କରିଛି। ଦେବୀ ଦୁର୍ଗା ଙ୍କ ବିଷୟ ରେ 100 ଟି ପ୍ରଶ୍ନ ପଚାରି ଲୋକ ଙ୍କୁ ପୁରସ୍କୃତ କରିବାର ଯୋଜନା ରଖିଛି।ଏହା କରିବାର ଏକ ମାତ୍ର ଲକ୍ଷ୍ୟ ହେଲା ଲୋକ ଙ୍କ ଭିତରେ ଆଧ୍ୟାତ୍ମିକତା ର ସଂଚାର ସୃଷ୍ଟି କରିବାର ବୋଲି ଆନୁଷ୍ଠାନ ପ୍ରକାଶ କରିଛି। ଚଳିତ ବର୍ଷ ଏହି ଦାଣ୍ଡିଆ ନାଇଟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପାଖ ଲକ୍ଷ୍ମୀ ପଡିଆ ରେ ଅନୁଷ୍ଠିତ କରାଯାଉଛି। Body:ଦେବୀ ଙ୍କ ବିଷୟରେ 100 ଟି ପ୍ରଶ୍ନ ଉତ୍ତର ଦେଲେ ମିଳିବ ଧନ ରାଶି ସହ ପୁରସ୍କାର।

ଆସୁଛି ପାର୍ବଣ ର ପର୍ବ ଦଶହାରା, ସେଥିପାଇଁ ଉସବ ମୁଖର ରାଜଧାନୀ ଭୁବନେଶ୍ବର । ସ୍ଥାନେ ସ୍ଥାନେ ଆରମ୍ଭ ହେବା କୁ ଯାଉଛି ଦାଣ୍ଡିଆ ନାଇଟ। ଯାହା ବର୍ତ୍ତମାନ ର ଯୁବ ପିଢି ଙ୍କ ଓ ଝିଅ ମାନଙ୍କ ପାଇଁ ବେଶ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟି ଥାଏ। ଦାଣ୍ଡିଆ ନାଚ ପ୍ରସ୍ତୁତି ପାଇଁ ଏବେ ବିଭିନ୍ନ ଆନୁଷ୍ଠାନ ସବୁ ଲାଗି ପଡିଥିବା ବେଳେ ରାଜଧାନୀ ର ଓଡ଼ିଶା ଇଂଣ୍ଟର ନେସନାଲ ସେଣ୍ଟର ଅନୁଷ୍ଠାନ ପକ୍ଷରୁ ଦାଣ୍ଡିଆ ନାଚ ସହ କିଛି ନୂଆ କରିବାର ପ୍ରୟାସ କରିଛି। ଦେବୀ ଦୁର୍ଗା ଙ୍କ ବିଷୟ ରେ 100 ଟି ପ୍ରଶ୍ନ ପଚାରି ଲୋକ ଙ୍କୁ ପୁରସ୍କୃତ କରିବାର ଯୋଜନା ରଖିଛି।ଏହା କରିବାର ଏକ ମାତ୍ର ଲକ୍ଷ୍ୟ ହେଲା ଲୋକ ଙ୍କ ଭିତରେ ଆଧ୍ୟାତ୍ମିକତା ର ସଂଚାର ସୃଷ୍ଟି କରିବାର ବୋଲି ଆନୁଷ୍ଠାନ ପ୍ରକାଶ କରିଛି। ଚଳିତ ବର୍ଷ ଏହି ଦାଣ୍ଡିଆ ନାଇଟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପାଖ ଲକ୍ଷ୍ମୀ ପଡିଆ ରେ ଅନୁଷ୍ଠିତ କରାଯାଉଛି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.