ETV Bharat / city

ମେ 31 ପର୍ଯ୍ୟନ୍ତ ଓଏଚଆରସିକୁ ଜନସାଧାରଣଙ୍କ ପ୍ରବେଶ ନିଷେଧ - ଓଏଚଆରସିକୁ ଜନସାଧାରଣଙ୍କ ପ୍ରବେଶ ନିଷେଧ

ଆସନ୍ତା ମେ 31 ପର୍ଯ୍ୟନ୍ତ ରାଜ୍ୟ ମାନବାଧିକାର ଆୟୋଗକୁ ଜନସାଧାରଣଙ୍କ ପ୍ରବେଶ ନିଷେଧ କରାଯାଇଛି। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମେ 31 ପର୍ଯ୍ୟନ୍ତ ପ୍ରବେଶ ନିଷେଧ କରାଯାଇଛି। ଅଧିକ ପଢନ୍ତୁ...

ମେ 31ପର୍ଯ୍ୟନ୍ତ ଓଏଚଆରସିକୁ ଜନସାଧାରଣଙ୍କ ପ୍ରବେଶ ନିଷେଧ

author img

By

Published : May 17, 2021, 10:44 PM IST

ଭୁବନେଶ୍ବର: ଆସନ୍ତା ମେ 31 ପର୍ଯ୍ୟନ୍ତ ରାଜ୍ୟ ମାନବାଧିକାର ଆୟୋଗକୁ ଜନସାଧାରଣଙ୍କ ପ୍ରବେଶ ନିଷେଧ କରାଯାଇଛି। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମେ 31 ପର୍ଯ୍ୟନ୍ତ ପ୍ରବେଶ ନିଷେଧ କରାଯାଇଛି।

ମେ 31ପର୍ଯ୍ୟନ୍ତ ଓଏଚଆରସିକୁ ଜନସାଧାରଣଙ୍କ ପ୍ରବେଶ ନିଷେଧ
ମେ 31ପର୍ଯ୍ୟନ୍ତ ଓଏଚଆରସିକୁ ଜନସାଧାରଣଙ୍କ ପ୍ରବେଶ ନିଷେଧ

ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟ ଚାଲିବ । ଅଭିଯୋଗକାରୀଙ୍କ ପଞ୍ଜୀକରଣ ଏବଂ ଯାଞ୍ଚ କାର୍ଯ୍ୟ ନିୟମିତ ଭାବେ ଚାଲୁ ରହିବ । ଆୟୋଗ କାର୍ଯ୍ୟ ବନ୍ଦ ରହିଲେ ମଧ୍ୟ ସମସ୍ତ କର୍ମଚାରୀ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସଦର ମହକୁମା ଛାଡ଼ିବେ ନାହିଁ ।

କାର୍ଯ୍ୟାଳୟ ଇମେଲ ମାଧ୍ୟମରେ ଅଭିଯୋଗ ପିଟିସନ୍‌ ଦାଖଲ କରାଯାଇପାରିବ । ଜରୁରୀ ଶୁଣାଣି ପାଇଁ ୮୬୬୩୫୪୨୦୮୦ ମୋବାଇଲ ନମ୍ବରରେ ଯୋଗାଯୋଗ କରାଯାଇପାରିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.