ETV Bharat / city

ଛନ୍ଦର ତାଳେ ତାଳେ ନୃତ୍ୟରେ ମନମୋହିଲେ କଳାକାର - swakia foundation

ସ୍ଵକୀୟା ଫାଉଣ୍ଡେସନର ଦ୍ଵିତୀୟ ବାର୍ଷିକୀ ଅବସରରେ ଭଞ୍ଜକଳାମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି ଉତ୍ସବ ।

ଛନ୍ଦର ତାଳେ ତାଳେ ନୃତ୍ୟରେ ମାନମୋହିଲେ କଳାକାର
author img

By

Published : Nov 6, 2019, 4:02 AM IST

ଭୁବନେଶ୍ବର: ଭଞ୍ଜକଳାମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି ସ୍ଵକୀୟା ଫାଉଣ୍ଡେସନର ଦ୍ଵିତୀୟ ବାର୍ଷିକୀ ଉତ୍ସବ । ଛନ୍ଦ,ତାଳ ଓ ବାଦ୍ୟର ତାଳେ ତାଳେ କଳାକାରମାନଙ୍କ ଚମତ୍କାର ନୃତ୍ୟ ପ୍ରଦର୍ଶନ ଶୀତୁଆ ସନ୍ଧ୍ୟାରେ ଉଷ୍ମତା ଭରି ଦେଇଥିଲା।

ଛନ୍ଦର ତାଳେ ତାଳେ ନୃତ୍ୟରେ ମାନମୋହିଲେ କଳାକାର

ଉଭୟ ଦଳଗତ, ଏକକ ଓ ଦୈତ୍ୟ ନୃତ୍ୟରେ ମଙ୍ଗଳାଚରଣ, ମାତୃବନ୍ଦନା, ବସନ୍ତ ପଲ୍ଲବୀ, ଶଙ୍କରଭରଣ ପଲ୍ଲବୀ ସମେତ ଧାରା ଶ୍ରୀରାଧା, ରୁଦ୍ରଷ୍ଟାକ ଆଦି ପରିବେଷଣ କରିଥିଲେ। ଯାହାକି ଉପସ୍ଥିତ ଦର୍ଶକଙ୍କ ମନ ମୋହିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଥିଲା ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ।

ଭୁବନେଶ୍ବରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଛନ୍ଦ,ତାଳ ଓ ବାଦ୍ୟ ର ତାଳେ ତାଳେ କଳାକାର ମାନଙ୍କ ଚମତ୍କାର ନୃତ୍ୟ ପ୍ରଦର୍ଶନ ଶୀତୁଆ ସନ୍ଧ୍ୟାରେ ଉଷ୍ମତା ଭାରି ଦେଇଥିଲା।

Body:ସ୍ଵକୀୟା ଫାଉଣ୍ଡେସନ ର ଦ୍ଵିତୀୟ ବାର୍ଷିକୀ ଅବସରରେ ଭଞ୍ଜକଳାମଣ୍ଡପ ଠାରେ ଆୟୋଜିତ ଏହି ଉତ୍ସବରେ ଅନୁଷ୍ଠାନର ଶିଳ୍ପୀମାନେ ଚମତ୍କାର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ।ଉଭୟ ଦଳଗତ,ଏକକ ଓ ଦୈତ୍ୟ ନୃତ୍ୟରେ ମଙ୍ଗଳାଚରଣ,ମାତୃବନ୍ଦନା,ବସନ୍ତ ପଲ୍ଲବୀ,ଶଙ୍କରଭରଣ ପଲ୍ଲବୀ ସମେତ ଧାରା ଶ୍ରୀରାଧା,ରୁଦ୍ରଷ୍ଟାକ ଆଦି ପରିବେଷଣ କରିଥିଲେ।ଯାହାକି ଉପସ୍ଥିତ ଦର୍ଶକଙ୍କ ମନ ମୋହିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଥିଲା।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.