ETV Bharat / city

ପ୍ରଫେସର ନିବେଦିତା ପାଣି ହେଲେ କ୍ୟାପିଟାଲ ଓ PGIMER ନିର୍ଦ୍ଦେଶକ

କ୍ୟାପିଟାଲ ହସ୍ପିଟାଲ ଓ PGIMER ନିର୍ଦ୍ଦେଶକ ଭାବରେ ପ୍ରଫେସର ନିବେଦିତା ପାଣି ନିଯୁକ୍ତ । ଅଧିକ ପଢନ୍ତୁ

author img

By

Published : Jun 2, 2022, 9:43 PM IST

ପ୍ରଫେସର ନିବେଦିତା ପାଣି ହେଲେ କ୍ୟାପିଟାଲ ଓ PGIMER ନିର୍ଦ୍ଦେଶକ
ପ୍ରଫେସର ନିବେଦିତା ପାଣି ହେଲେ କ୍ୟାପିଟାଲ ଓ PGIMER ନିର୍ଦ୍ଦେଶକ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ଓ PGIMER ନିର୍ଦ୍ଦେଶକ ଭାବରେ ପ୍ରଫେସର ନିବେଦିତା ପାଣି ନିଯୁକ୍ତ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାପୂର୍ବରୁ ପ୍ରଫେସର ନିବେଦିତା ପାଣି କଟକ ଏସସିବି ମେଡିକାଲ କଲେଜର ନିଶ୍ଚେତକ ବିଭାଗର ମୁଖ୍ୟ ପ୍ରଫେସର ଭାବରେ କାର୍ଯ୍ୟରତ ଥିଲେ ।

ତାଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ପିଜିଆଇ ପ୍ରତିଷ୍ଠାନ କାର୍ଯ୍ୟକାରୀ ପରେ ପ୍ରଫେସର ନିବେଦିତା ପାଣିଙ୍କୁ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.