ETV Bharat / city

କୋରୋନା ଭୟ: ଜେଲରୁ ମୁକୁଳିବେ କଏଦୀ - corona virus

କୋରୋନା ସଂକ୍ରମଣ ଭୟରେ ଜେଲରୁ ମୁକୁଳିବେ କଏଦୀ । ରାଜ୍ୟର ପ୍ରାୟ 1727 କଏଦୀ ବାହାରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

କୋରୋନା ଭୟ: ଜେଲରୁ ମୁକୁଳିବେ କଏଦୀ
କୋରୋନା ଭୟ: ଜେଲରୁ ମୁକୁଳିବେ କଏଦୀ
author img

By

Published : Mar 28, 2020, 10:31 PM IST

ଭୁବନେଶ୍ବର: କୋରୋନା ପାଇଁ ମୁକୁଳିବେ କଏଦୀ । ଦେଶର ବିଭିନ୍ନ ଜେଲରେ ଥିବା ବିଚାରଧୀନ କଏଦୀ ମୁକାଳିବା ନେଇ ଜାରି ହୋଇଛି ନିର୍ଦ୍ଦେଶ । ପ୍ରାୟ 1727 ଜଣ ମୁକୁଳିବା ନେଇ ମିଳିଛି ଗ୍ରୀନ ସିଗନାଲ । କୋରୋନା ସଂକ୍ରମଣ ଦୃଷ୍ଟିରୁ ଏଭଳି ସତର୍କତା ପଦକ୍ଷେପ ନେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

87ଟି ଜେଲରେ ଥିବା 80 ଜଣଙ୍କୁ ବେଲ ମିଳିସାରିଛି । ପରେ ଜିଲ୍ଲାପ୍ରଶାସନ, ଗୃହ ବିଭାଗ ଓ ଜେଲ କର୍ତ୍ତୃପକ୍ଷଙ୍କ ସହ ଜିଲ୍ଲା ପୋଲିସର ଅନୁମତି କ୍ରମେ 1727ଜଣ କଏଦୀଙ୍କୁ ଜେଲରୁ ମୁକାଳିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଯେଉଁଥିରେ 7 ବର୍ଷ ପର୍ଯ୍ୟନ୍ତ ବା ତା ଠାରୁ କମ ସଜ୍ଜା ପାଇବାର ଥିବା କଏଦୀ ଅଛନ୍ତି ।

ସେପଟେ,ଏନେଇ ରାଜ୍ୟର ଜେଲ ବିଭାଗ ପକ୍ଷରୁ ନିଆଯାଇଛି ପଦକ୍ଷେପ ଖୁବଶୀଘ୍ର କଏଦୀ ମୁକାଳିବା ନେଇ ସୂଚନା ଦେଇଛନ୍ତି ଜେଲ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.