ETV Bharat / city

'କଳଙ୍କିତ ହୋଇଛି କେନ୍ଦ୍ରାପଡାର ଗୌରବ' - vijay mohapatra on kendrapara

କେନ୍ଦ୍ରାପଡା ମାଟି ଏକ ମହାନ ମାଟି । ବିଜୁ ପଟ୍ଟନାୟକ, ରବି ରାୟ, ସୁରେନ୍ଦ୍ର ଦ୍ବିବେଦୀଙ୍କ ସମେତ ପରବର୍ତ୍ତୀ ସମୟର ସାଂସଦଙ୍କ କ୍ଷେତ୍ରରେ ଏଭଳି ଆଲୋଚନା ହେଉ ନଥିଲା । ମାତ୍ର ବର୍ତ୍ତମାନର ସାଂସଦଙ୍କ ଯୋଗୁଁ କେନ୍ଦ୍ରାପଡା ମାଟିର ସ୍ବାଭିମାନ ଓ ଗୌରବ କଳଙ୍କିତ ହୋଇଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

pride of kendrapara shouldn't be compromised, vijay mohapatra on mp anubhav mohanty
'କଳଙ୍କିତ ହୋଇଛି କେନ୍ଦ୍ରାପଡାର ଗୌରବ' ଅନୁଭବଙ୍କୁ ନେଇ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା
author img

By

Published : Sep 10, 2020, 7:55 PM IST

ଭୁବନେଶ୍ବର: ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ବିଜୟ କହିଛନ୍ତି, ସାଂସଦଙ୍କ କଳା କାରନାମା ଯେଉଁ ଦାଗ ସୃଷ୍ଟି କରିଛି ତାହା ଲିଭାଇବା ବହୁତ କଷ୍ଟ । କେନ୍ଦ୍ରାପଡା ମାଟି ଏକ ମହାନ ମାଟି । ବିଜୁ ପଟ୍ଟନାୟକ, ରବି ରାୟ, ସୁରେନ୍ଦ୍ର ଦ୍ବିବେଦୀଙ୍କ ସମେତ ପରବର୍ତ୍ତୀ ସମୟର ସାଂସଦଙ୍କ କ୍ଷେତ୍ରରେ ଏଭଳି ଆଲୋଚନା ହେଉ ନଥିଲା । ମାତ୍ର ବର୍ତ୍ତମାନର ସାଂସଦଙ୍କ ଯୋଗୁଁ କେନ୍ଦ୍ରାପଡା ମାଟିର ସ୍ବାଭିମାନ ଓ ଗୌରବ କଳଙ୍କିତ ହୋଇଛି ।

'କଳଙ୍କିତ ହୋଇଛି କେନ୍ଦ୍ରାପଡାର ଗୌରବ' ଅନୁଭବଙ୍କୁ ନେଇ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା

ତାଙ୍କୁ ନିର୍ବାଚିତ କରି ସାଂସଦ ବନାଇଥିବା ଲୋକଙ୍କ ମୁହଁ ତଳକୁ ହୋଇଛି । ପାରିବାରିକ କଳହ ପାଇଁ ମାଟିର ସ୍ବାଭିମାନ ଚାଲିଯିବ ଏହା ଗ୍ରହଣ କରି ହେଉନି ବୋଲି ବିଜୟ କହିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ହାଲୁକା ଭାବେ ନନେଇ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.