ETV Bharat / city

75ବର୍ଷରେ ଉତ୍କଳ ବିଶ୍ବବିଦ୍ୟାଳୟ, ଆସିବେ ରାଷ୍ଟ୍ରପତି - ଉତ୍କଳ ବିଶ୍ବବିଦ୍ୟାଳୟ ସମାରୋହ

ଓଡିଶା ଆସିବେ ରାଷ୍ଟ୍ରପତି । ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବଲି ସମାରୋହେର ଦେବେ ଯୋଗଦାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 24, 2019, 5:01 PM IST

ଭୁବନେଶ୍ବର: ଓଡିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବଲି ଉତ୍ସବରେ ଯୋଗ ଦେବ ରାଷ୍ଟ୍ରପତି । ଡିସେମ୍ବର 8ରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ ସାହୁ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଉତ୍କଳ ବିଶ୍ବବିଦ୍ୟାଳୟ 75 ବର୍ଷରେ ପାଦ ଦେଇଛି । ବହୁ ଆଡମ୍ବରରେ ଏହି ଉତ୍ସବକୁ ପାଳନ କରୁଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ । ପୁରାତନ ଛାତ୍ରଛାତ୍ରୀ ମଧ୍ୟ ଏହି ଉତ୍ସବରେ ଯୋଗ ଦେବେ । ଭାରତରେ ଓଡିଶାର ବିଶ୍ବବିଦ୍ୟାଳୟର ନାଁ କରିବା ପାଇଁ ପ୍ରୟାସ ଜାରି ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଉତ୍କଳ ବିଶ୍ଵବିଦ୍ୟାଳୟ ଆସିବେ ରାଷ୍ଟ୍ରପତି, ପ୍ଲାଟିନମ ଜୁବୁଲି ରେ ଯୋଗଦେବେ।

ଆସନ୍ତା 8 ତାରିଖରେ ଓଡିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଉତ୍କଳ ବିଶ୍ଵବିଦ୍ୟାଳୟ ର ପ୍ଲାଟିନମ ଯୁବଲି ଉତ୍ସବରେ ଯୋଗ ଦେବେ।ଉତ୍ସବରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ। ସୂଚନା ଦେଲେ ଉଛଶିକ୍ଷାମନ୍ତ୍ରୀ ଡ଼ଃ ଅରୁଣ ସାହୁ।

Body:
ଓଡ଼ିଶାର ଉତ୍କଳ ବିଶ୍ଵବିଦ୍ୟାଳୟ ୭୫ ବର୍ଷ ରେ ପାଦ ଥାପିଛି। ବହୁ ଆଡମ୍ବରରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୁରାତନ ଛାତ୍ର ଛାତ୍ରୀମନେ ଯୋଗ ଦେଉଛନ୍ତି। କିଭଳି ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁ ଭାରତର ବିଶ୍ୱବିଦ୍ୟାଳୟ ସହ ସମକକ୍ଷ ହୋଇପାରିବ ସେନେଇ ପ୍ରୟାସ ଜାରି ରହିଛି। ଭାରତରେ କିଭଳି ଭାବରେ ନାଁ କରିବ ଓଡ଼ିଶାର ଏହି ବିଶ୍ୱବିଦ୍ୟାଳୟ।
ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମହାମହିମା ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ଓ କେନ୍ଦ୍ରମନ୍ତ୍ରୀ ଙ୍କ ସହ ଉତ୍କଳ ବିଶ୍ଵବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀମାନେ ଯୋଗ ଦେବେ ବୋଲି ଆଜି କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ଉଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.