ETV Bharat / city

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସୂଚୀରେ ସାମାନ୍ୟ ପରିବର୍ତ୍ତନ - ଅପରାହ୍ନ ୨ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି

ଶୁକ୍ରବାର ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ବର୍ଷା କାରଣରୁ ସାମାନ୍ୟ ପରିବର୍ତ୍ତନ ହୋଇଛି ।

ଫାଇଲ ଫଟୋ
author img

By

Published : Sep 26, 2019, 6:56 PM IST

Updated : Sep 26, 2019, 9:22 PM IST

ଭୁବନେଶ୍ବର: ସାମାନ୍ୟ ପରିବର୍ତ୍ତନ ହେଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ । କାଲି ସଂଧ୍ୟା ପରିବର୍ତ୍ତେ ଅପରାହ୍ନ ୨ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି । ଭୁବନେଶ୍ବରରେ ପହଞ୍ଚିବା ପରେ ସିଧାସଳଖ ବ୍ରହ୍ମପୁର ଯାଇ ସେଠାରେ ରାତ୍ରିଯାପନ କରିବେ । ତେବେ ବର୍ଷା କାରଣରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟ ସୂଚୀରେ ପରିବର୍ତ୍ତନ ହୋଇଥିବା ଜଣାପଡିଛି । ଯଦି ପାଗ ଠିକ ରୁହେ ରାଷ୍ଟ୍ରପତି ହେଲିକେପ୍ଟର ଯୋଗେ ଭୁବନେଶ୍ବରରୁ ଗୋପାଳପୁର ଯିବେ । ନଚେତ ରାଜପଥରେ ଯାଇପାରନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏହାପରେ 28 ତାରିଖ ଦିନ ନିର୍ଦ୍ଧାରିତ ସୂଚୀ ଅନୁସାରେ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ବଦଳିଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡ଼ିଶା ଗସ୍ତ ସୂଚୀ: ଆସନ୍ତା କାଲି ଅପରାହ୍‌ଣ ୨ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ, ସିଧାସଳଖ ବ୍ରହ୍ମପୁର ଯାଇ ସେଠାରେ ରାତ୍ରିଯାପନ କରିବେ, ୨୮ରେ ଗୋପାଳପୁର ଆର୍ମି କଲେଜର କାର୍ଯ୍ୟକ୍ରମରେ ଯୋଗଦେବେ।
Body:
ବର୍ଷା ରହିଥିବାରୁ ଏପରି କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ଯଦି ବର୍ଷା ନା ହୁଏ ତେବେ ରୋଡ଼ ମାଧ୍ୟମରେ ଭୁବନେଶ୍ୱର ରୁ ଗୋପାଳପୁର ଗସ୍ତ କରିବେ। ଯଦି ବର୍ଷା ପାଣି ପାଗ ଠିକ ରହିଲେ ଭୁବନେଶ୍ଵରର ବିମାନ ବନ୍ଦରରୁ ସିଧାସଳଖ ଚପର ମାଧ୍ୟମରେ ଗୋପାଳପୁରରେ ଯିବାର କାର୍ଯ୍ୟକ୍ରମ ରହିଛି। Conclusion:
Last Updated : Sep 26, 2019, 9:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.