ETV Bharat / city

ଶେଷ ପର୍ଯ୍ୟାୟରେ ISL ପ୍ରସ୍ତୁତି: 27ରେ ଓଡିଶା-ଜାମସେଦପୁର ମୁହାଁମୁହିଁ

author img

By

Published : Dec 25, 2019, 9:45 PM IST

ଇଣ୍ଡିଆନ ସୁପର ଲିଗ ପାଇଁ ପ୍ରସ୍ତୁତ କଳିଙ୍ଗ ଷ୍ଟାଡିଅମ । 27ରେ ଜାମସେଦପୁରକୁ ଭେଟିବ ଓଡି଼ଶା ଏଫସି । ଅଧିକ ପଢ଼ନ୍ତୁ...

Preparation of indian super league, ISL in kalinga stadium, କଳିଙ୍ଗ ଷ୍ଟାଡିଅମରେ ଆଇଏସଏଲ,  ଇଣ୍ଡିଆନ ସୁପର ଲିଗ, ଓଡ଼ିଶା ଏଫସି,  ଓଡିଶା ଜାମସେଦପୁର ମୁହାଁମୁହିଁ
ଶେଷ ପର୍ଯ୍ୟାୟରେ ISL ପ୍ରସ୍ତୁତି

ଭୁବନେଶ୍ବର: ଚଳିତ ସିଜିନର ପ୍ରଥମ ଇଣ୍ଡିଆନ ସୁପର ଲିଗ (ଆଇଏସଏଲ) ମ୍ୟାଚ ଆସନ୍ତା 27 ତାରିଖରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ ଚାଲିଥିବା ଷ୍ଟାଡିୟମର ପୁନଃନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କଲିଙ୍ଗକୁ ନିଜର ଘରୋଇ ଭେନ୍ୟୁ କରିଥିବା ଓଡିଶା ଏଫି ଏଠାରେ ପହଞ୍ଚି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି।

ଶେଷ ପର୍ଯ୍ୟାୟରେ ISL ପ୍ରସ୍ତୁତି

ବର୍ତ୍ତମାନ ସୁଦ୍ଧା 9ଟି ମ୍ୟାଚ ଖେଳି ଓଡିଶା 2ଟି ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ 3ଟି ପରାଜୟ ଓ 3ଟି ଅମୀମାଂସିତ ଭାବେ ଶେଷ କରିଛି। ବର୍ତ୍ତମାନ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ଥିବା ଟିମ ଓଡିଶା ଘରୋଇ ମାଟିରେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ପ୍ରଥମ ମ୍ୟାଚ ଖେଳିବା ଲାଗି ବେଶ ଉତ୍ସାହିତ ଥିବା ଜଣାପଡିଛି। ଦଳର ମୁଖ୍ୟ ମିଡ ଫିଲଡର ତଥା ଭାରତୀୟ ଦଳର ପ୍ରମୁଖ ଖେଳାଳି ବିନିତ ରଏଙ୍କ ସହିତ କଥାବାର୍ତ୍ତା ବେଳେ ସେ ଦଳର ପ୍ରସ୍ତୁତି ବିଷୟରେ ବର୍ଣ୍ଣନା କରିବା ସହିତ ଟପ 4 ଟିମ ମଧ୍ୟରେ ରହିବା ସହିତ ସେମିଫାଇନାଲ ଖେଳିବାକୁ ଦଳ ଲକ୍ଷ୍ୟ ରଖିଥିବା କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଚଳିତ ସିଜିନ ର ପ୍ରଥମ ଇଣ୍ଡିଆନ ସୁପର ଲିଗ(ଆଇ ଏସ ଏଲ )ମ୍ୟାଚ ଆସନ୍ତା 27 ତାରିଖରେ ଭୁବନେଶ୍ୱର ର କଳିଙ୍ଗ ଷ୍ଟାଡିୟମରେ ଖେଳା ଯିବ।ଏଥିପାଇଁ ଚାଲିଥିବା ଷ୍ଟାଡିୟମର ପୁନଃନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ କଲିଙ୍ଗକୁ ନିଜର ଘରୋଇ ଭେନ୍ୟୁ କରିଥିବା ଓଡିଶା ଏଫି ଏଠାରେ ପହଞ୍ଚି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି।

Body:ବର୍ତ୍ତମାନ ସୁଦ୍ଧା 9 ଟି ମ୍ୟାଚ ଖେଳି ଓଡିଶା ଦଳ 2ଟି ମ୍ୟାଚ ରେ ବିଜୟ ଲାଭ କରିଥିବା ବେଳେ 3ଟି ପରାଜୟ ଓ 3ଟି ଅମୀମାଂସିତ ଭାବେ ଶେଷ କରିଛି।ବର୍ତ୍ତମାନ ସୁଧା ପଏଣ୍ଟ ଟେବୁଲ ର ସପ୍ତମ ସ୍ଥାନରେ ଥିବା ଟିମ ଓଡିଶା ଘରୋଇ ମାଟିରେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ପ୍ରଥମ ମ୍ୟାଚ ଖେଳିବା ଲାଗି ବେଶ ଉତ୍ସାହିତ ଥିବା ଜଣାପଡିଛି।ଦଳର ମୁଖ୍ୟ ମିଡ ଫିଲଡର ତଥା ଭାରତୀୟ ଦଳର ପ୍ରମୁଖ ଖେଳାଳି ଭିନିତ ରାୟଙ୍କ ସହିତ କଥାବାର୍ତ୍ତା ବେଳେ ସେ ଦଳର ପ୍ରସ୍ତୁତି ବିଷୟରେ ବର୍ଣ୍ଣନା କରିବା ସହିତ ଟପ 4 ଟିମ ମଧ୍ୟରେ ରହିବା ସହିତ ସେମିଫାଇନାଲ ଖେଳିବାକୁ ଦଳ ଲକ୍ଷ୍ୟ ରଖିଥିବା କହିଛନ୍ତି।
ବାଇଟ-ଭିନିତ ରାୟ,ଓଡିଶା ଏଫ ସି ଖେଳାଳି
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.