ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମତାପ ପରେ ଖରାରୁ ମିଳିପାରେ ସାମାନ୍ୟ ଆଶ୍ବସ୍ତି । ଲଗାତାର 4ଦିନ ବର୍ଷା ହେବା ନେଇ ପାଣିପାଗ ବିଭାର କରିଛି ପୂର୍ବାନୁମାନ ।
ଅନ୍ୟ ପଟେ ଗତ 24 ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା କମ୍ ରହିବା ସହ ମୌସୁମୀ ବର୍ଷା ଆସିବାକୁ ଜୁନ 20 ତାରିଖ ହୋଇ ପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।
ତେବେ ଏହା ପ୍ରି-ମନସୁନ ବର୍ଷା ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।