ETV Bharat / city

ପ୍ରମୋଦଙ୍କ ଡବଲ ରୌପ୍ୟ ବିଜୟ, ନବୀନଙ୍କ ଶୁଭେଚ୍ଛା

ପ୍ରମୋଦ ଭଗତଙ୍କୁ ଡବଲ ରୌପ୍ୟ ବିଜୟର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

author img

By

Published : Sep 21, 2019, 10:12 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ଥାଇଲାଣ୍ଡ ପାରା-ବ୍ୟାଡମିଣ୍ଟନ ଇଣ୍ଟରନେସନାଲରେ ଗୋଟିଏ ଦିନରେ 2ଟି ରୌପ୍ୟ ପଦକ ଜିତିଛନ୍ତି ପ୍ରମୋଦ ଭଗତ । ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ପ୍ରମୋଦ ରୌପ୍ୟ ପଦକ ହାତେଇଛନ୍ତି । ପ୍ରମୋଦଙ୍କ ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।

Naveen patnaik
ଫଟୋ ସୌଜନ୍ୟ: twitter@Naveen_Odisha

ବିଶ୍ବ ପାରା-ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଜବରଦସ୍ତ ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ । ପ୍ରମୋଦ ଗୋଟିଏ ପରେ ଗୋଟିଏ ବଡ ଟୁର୍ଣ୍ଣାମେଣ୍ଟରେ ପଦକ ଜିତି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ପ୍ରମୋଦଙ୍କ ଏହି ସଫଳ ଯାତ୍ରାରେ ନିଜ ଜିଲ୍ଲା ବରଗଡଠୁ ଆରମ୍ଭ କରି, ସମଗ୍ର ରାଜ୍ୟରେ ଖୁସିର ଲହରି ଖେଳିଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.