ETV Bharat / city

'ଜଙ୍ଗଲରେ ନିଆଁ ଲାଗିବା ସ୍ୱାଭାବିକ ପ୍ରକ୍ରିୟା' - ପ୍ରମିଳା ମଲ୍ଲିକ

ବିଜେପି ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସରକାର ଓ ବିଜେଡି । ଜୀବଜନ୍ତୁଙ୍କର କୌଣସି କ୍ଷତି ହୋଇନାହିଁ । ସମସ୍ତେ ଠିକ ଅଛନ୍ତି । ଏନେଇ ସରକାର ବେଶ ସଚେତନ ଅଛନ୍ତି । ଅଧିକ ପଢନ୍ତୁ...

ଜଙ୍ଗଲରେ ନିଆଁ ଲାଗିବା ସ୍ୱାଭାବିକ ପ୍ରକ୍ରିୟା
ଜଙ୍ଗଲରେ ନିଆଁ ଲାଗିବା ସ୍ୱାଭାବିକ ପ୍ରକ୍ରିୟା
author img

By

Published : Mar 8, 2021, 5:51 PM IST

Updated : Mar 8, 2021, 10:40 PM IST

ଭୁବନେଶ୍ବର: ବିଜେପି ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସରକାର ଓ ବିଜେଡି । ଜୀବଜନ୍ତୁଙ୍କର କୌଣସି କ୍ଷତି ହୋଇନାହିଁ । ସମସ୍ତେ ଠିକ ଅଛନ୍ତି । ଏନେଇ ସରକାର ବେଶ ସଚେତନ ଅଛନ୍ତି ।

ଜଙ୍ଗଲରେ ନିଆଁ ଲାଗିବା ସ୍ୱାଭାବିକ ପ୍ରକ୍ରିୟା

ଜଙ୍ଗଲରେ ନିଆଁ ରୋକିବା ଦିଗରେ ସରକାର ଅନେକ କାର୍ଯ୍ୟାନୁଷ୍ଠାନ ହାତକୁ ନେଇଛନ୍ତି । ବିରୋଧୀ ଦଳ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ଭିତ୍ତିହୀନ ବୋଲି କହିଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

'ଜଙ୍ଗଲରେ ନିଆଁ ଲାଗିବା ସ୍ୱାଭାବିକ ପ୍ରକ୍ରିୟା'

ସେପଟେ ସରକାରଙ୍କ ସମର୍ଥନରେ ବାହାରିଛି ବିଜେଡି । ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ । ଯିଏ ଅଭିଯୋଗ କରୁଛି, ସେ ହିଁ ନିଆଁ ଲଗାଉଛି ବୋଲି ପ୍ରମିଳା କହିଛନ୍ତି ।

ରାଜ୍ୟର ଜଙ୍ଗଲରେ ନିଆଁ ଲାଗିବାରେ କିଛି ନୂତନତ୍ଵ ନାହିଁ । ଏହା ସମ୍ପୂର୍ଣ୍ଣ ସ୍ବାଭାବିକ । ଏହି ନିଆଁ ଦ୍ବାରା ଇକୋ ସିଷ୍ଟମ କିଛି ପ୍ରଭାବିତ ହେବ ନାହିଁ । ଶିମିଳିପାଳ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି । ଚଳିତ ବର୍ଷ ବହୁ ପୂର୍ବରୁ ଖରା ଅଧିକ ହେବାରୁ ବେଶୀ ଜଙ୍ଗଲରେ ନିଆଁ ଲାଗିଛି ।

କିନ୍ତୁ ବଡ଼ ଗଛ ଜଳି ନାହିଁ । ground fire ଲାଗିଛି crown fire ନୁହଁ । ନିଆଁକୁ control ପାଇଁ ବନ ବିଭାଗ ତରଫରୁ ନୂଆ ପଦକ୍ଷେପ ନିଆଯିବ । ଅଧିକ ସଂଖ୍ୟାରେ fire blower, ଗାଡି ଓ ଲୋକଙ୍କୁ ନିଆଁ ଲିଭା

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Mar 8, 2021, 10:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.