ETV Bharat / city

ବିଜେପିରେ ମିଶିଲେ ପ୍ରକାଶ - bhubaneswar

ବିଜେପିରେ ଯୋଗଦେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା । ନୂଆଦିଲ୍ଲୀର ଦଳୀୟ କାର୍ଯ୍ୟାଳୟରେ ଆଜି ବିଜେପିରେ ଯୋଗ ଦେଇଛନ୍ତି ପ୍ରକାଶ

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 17, 2019, 1:43 PM IST

ଭୁବନେଶ୍ବର: ବିଜେପିରେ ଯୋଗଦେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା । ନୂଆଦିଲ୍ଲୀର ଦଳୀୟ କାର୍ଯ୍ୟାଳୟରେ ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମ୍ବିତ ପାତ୍ର, କେଭି ସିଂଦେଓଙ୍କ ଉପସ୍ଥିତିରେ ସେ ଗେରୁଆ ଦଳରେ ଯୋଗ ଦେଇଛନ୍ତି ।

ଗତକାଲି(ଶନିବାର) କଂଗ୍ରେସକୁ ବାଏ ବାଏ କରିଥିବା ପ୍ରକାଶ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଏକ ବଡ ପଦକ୍ଷେପ ନେବେ ବୋଲି କହିଥିଲେ । ତେବେ ତାଙ୍କର ବିଜେପିରେ ଯୋଗଦାନ ଫଳରେ ଦଳ ଆହୁରି ମଜବୁତ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

visualSolapur: The opposition has alleged Modi government for violating the Model Code of Conduct as a SBI ATM is advertising Prime Minister Narendra Modi's Jan Dhan and Mudra Yojana here.

With the announcement of 2019 Lok Sabha election dates, the Model Code of Conduct came into effect from Sunday in the country. But, even now the ATM screen's advertisement is carried with full effect.

The ATM is reportedly located in the heart of the city and it has a huge amount of daily visitors. The opposition has now questioned about the action that the government will be taking in this regards.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.