ETV Bharat / city

ଖୁବଶୀଘ୍ର ଅଙ୍ଗନବାଡିରେ କାର୍ଯ୍ୟକ୍ଷମ ହେବ ପୋଷଣ ଯୋଜନା, ବଢିବ ଖାଦ୍ୟର ମାନ

ଅଙ୍ଗନବାଡିରେ ଶିଶୁଙ୍କୁ ଦିଆଯିବ ନାହିଁ ନିମ୍ନମାନର ଖାଦ୍ୟ । ଖାଦ୍ୟର ମାନ ବଢାଯିବ । କାର୍ଯ୍ୟକ୍ଷମ ହେବ ପୋଷଣ ଯୋଜନା ଫଳରେ ଶିଶୁମାନେ ସୁରକ୍ଷିତ ରହିବେ ବୋଲି କହିଛନ୍ତି ଶିଶୁ ଓ ମହିଳା ବିକାଶ କଲ୍ୟାଣ ମନ୍ତ୍ରୀ ।

author img

By

Published : Jan 14, 2020, 11:58 PM IST

posana-scheme
posana-scheme

ଭୁବନେଶ୍ବର: ଅଙ୍ଗନବାଡିରେ ବଢାଯିବ ଖାଦ୍ୟର ମାନ । ଯେଉଁଭଳି ଭାବରେ ନିମ୍ନମାନର ଖାଦ୍ୟ ଦିଆଯାଉଛି ତାହା ଖାଦ୍ୟର ମାନ ବଢାଇଦିଆଯିବ। ଫଳରେ ଶିଶୁମାନେ ସୁରକ୍ଷିତ ରହିପାରିବେ ବୋଲି କହିଛନ୍ତି ଶିଶୁ ଓ ମହିଳା ବିକାଶ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ।

ଖୁବ ଶୀଘ୍ର ଅଙ୍ଗନବାଡିରେ କାର୍ଯ୍ୟକ୍ଷମ ହେବ ପୋଷଣ ଯୋଜନା, ବଢାଯିବ ଖାଦ୍ୟର ମାନ

ଅଙ୍ଗନବାଡି ଓ ସିଡବ୍ଲୁସି ମାଧ୍ୟମରେ ପ୍ରତ୍ୟକ ଅଙ୍ଗନବାଡିରେ ଥିବା ଶିଶୁ ସୁରକ୍ଷିତ ସାଙ୍ଗକୁ ସେମାନଙ୍କୁ ଭଲ ଭାବରେ ଖାଦ୍ୟର ମାନ ଦିଆଯିବ। ସେନେଇ ରାଜ୍ୟ ସରକାର ଚେଷ୍ଟିତ ହୋଇଛନ୍ତି।

ରାଜ୍ୟ ସରକାର ପୋଷଣ ସ୍କିମ ଯୋଜନା ମାଧ୍ୟମରେ କିଛି ଜିନିଷ ବ୍ୟବହାର କରାଯିବ। ଏନେଇ ପ୍ରତି ଅଙ୍ଗନବାଡି କେନ୍ଦ୍ରରେ ଭଲ ଭାବରେ ଖାଦ୍ୟ ଦିଆଯାଇବାକୁ ନେଇ ବିଭିନ୍ନ ଯୋଜନା କରାଯାଉଛି। ଏହି ସମସ୍ତ ଯୋଜନା ଖୁବ ଶୀଘ୍ର ରାଜ୍ୟ ସରକାର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟକାରୀ କରିବେ ବୋଲି ଶିଶୁ ଓ ମହିଳା ବିକାଶ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଖୁବ ଶୀଘ୍ର ଅଙ୍ଗନବାଡି ରେ ପୋଷଣ ସ୍କିମ ମାଧ୍ୟମରେ ଖାଦ୍ୟର ମାନ ବଢିବ।

ଅନଗନବାଡି ରେ ଯେଉଁ ଭଳି ଭାବରେ ନିମ୍ନ ମାନର ଖାଦ୍ୟ ଦିଆଯାଉଛି ତାହା ଖାଦ୍ୟର ମାନ ବଢାଇଦିଆଯିବ। ଯାହା ଦ୍ୱାରା ଶିଶୁ ସୁରକ୍ଷିତ ରହିପାରିବେ।

Body:
ଅଙ୍ଗନବାଡି ଓଡବ୍ଲୁସି ମାଧ୍ୟମରେ ପ୍ରତ୍ୟକ ଅଙ୍ଗନବାଡି ରେ ଥିବା ଶିଶୁ ସୁରକ୍ଷିତ ସାଙ୍ଗକୁ ସେମାନଙ୍କୁ ଭଲ ଭାବରେ ଖାଦ୍ୟର ମାନ ଦିଆଯିବ। ସେନେଇ ରାଜ୍ୟ ସରକାର ଚେଷ୍ଟିତ ହୋଇଛନ୍ତି।
ରାଜ୍ୟ ସରକାର ପୋଷଣ ସ୍କିମ ଯୋଜନା ମାଧ୍ୟମରେ କିଛି ଜିନିଷ ବ୍ୟବହାର କରାଯିବ। ଏନେଇ ପ୍ରତି ଅଙ୍ଗନବାଡି କେନ୍ଦ୍ରରେ ଭଲ ଭାବରେ ଯେପରି ପହଂଚିପରିବ ସେନେଇ ମଧ୍ୟ ବିଭିନ୍ନ ଯୋଜନା କରାଯାଉଛି। ଏହି ସମସ୍ତ ଯୋଜନା ଖୁବ ଶୀଘ୍ର ରାଜ୍ୟ ସରକାର ସମସ୍ତ ଅନଗଣବାଡି କେନ୍ଦ୍ର ରେ ଲଂଚ କରିବେ ବୋଲି ଶିଶୁ ଓ ମହିଳା ବିକାଶ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

Byte- ଟୁକୁନି ସାହୁ, ଶିଶୁ ଓ ମହିଳା ବିକାଶ କଲ୍ୟାଣ ମନ୍ତ୍ରୀ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.