ETV Bharat / city

ଆନ୍ଦୋଳନକାରୀଙ୍କୁ ବନ୍ଧୁକ ଦେଖାଉଛି ପୋଲିସ

ରାଜଧାନୀ ପୋଲିସର ଗୁଣ୍ଡାରାଜ। ବନ୍ଧୁକ ଦେଖାଇ ଆନ୍ଦୋଳନକାରୀଙ୍କୁ କରାଉଛି ଭୟଭୀତ। ନିଜର ହକ୍ ପାଇଁ ରାସ୍ତାକୁ ଓହ୍ଲାଇଥିବା ଆନ୍ଦୋଳନକାରୀଙ୍କୁ ବନ୍ଧୁକ ଦେଖାଇଛି ପୋଲିସ।

author img

By

Published : Apr 19, 2019, 12:15 PM IST

Updated : Apr 19, 2019, 3:35 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀ ପୋଲିସର ଗୁଣ୍ଡାରାଜ। ବନ୍ଧୁକ ଦେଖାଇ ଆନ୍ଦୋଳନକାରୀଙ୍କୁ କରାଉଛି ଭୟଭୀତ। ନିଜର ହକ୍ ପାଇଁ ରାସ୍ତାକୁ ଓହ୍ଲାଇଥିବା ଆନ୍ଦୋଳନକାରୀଙ୍କୁ ବନ୍ଧୁକ ଦେଖାଇଛି ପୋଲିସ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି(ଶୁକ୍ରବାର) ସକାଳେ ବିଏମସିର ଠିକା ସଫେଇ କର୍ମଚାରୀ ବକେୟା ଦରମା ଦାବିରେ ଜୟଦେବ ବିହାର ଛକରେ ଆନ୍ଦୋଳନ କରିଥିଲେ। ପ୍ରାୟ ୧ ଘଣ୍ଟା ହେବ ଆନ୍ଦୋଳନ କରିଥିବାବେଳେ ରାସ୍ତା ଉପରୁ ହଟିବା ପାଇଁ ପୋଲିସ ବନ୍ଧୁକ ଦେଖାଇଥିବା ନଜରକୁ ଆସିଥିଲା । ଏହାକୁ ନେଇ ଏବେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

dhrd

Conclusion:
Last Updated : Apr 19, 2019, 3:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.