ETV Bharat / city

କୋରୋନା ଡରରେ ପୋଲିସ, ମୁକାବିଲା ପାଇଁ ବ୍ୟବସ୍ଥା ଏମିତି - କୋରୋନା ଡର

ଥାନାକୁ ଆସିଲା କମ୍ପ୍ଲେନ ବକ୍ସ । ଘରେ ରହି ବି ଅଭିଯୋଗ ପାଇଁ କମ୍ପ୍ଲେନ ନମ୍ବର ସୁବିଧା ସୁଯୋଗ। କୋରୋନା ଠୁ ଦୁରରେ ରହିବାକୁ ଥାନାସ୍ତରରେ ହୋଇଛି ଏମିତି ବ୍ୟବସ୍ଥା। ଅଧିକ ଖବର ପଢନ୍ତୁ...

କୋରୋନା ଡରରେ ପୋଲିସ, ମୁକାବିଲା ପାଇଁ ବ୍ୟବସ୍ଥା ଏମିତି

author img

By

Published : Aug 9, 2020, 8:38 PM IST

ଭୁବନେଶ୍ବର: ଥାନାକୁ ଆସିଲା କମ୍ପ୍ଲେନ ବକ୍ସ । ଘରେ ରହି ବି ଅଭିଯୋଗ ପାଇଁ କମ୍ପ୍ଲେନ ନମ୍ବର ସୁବିଧା ସୁଯୋଗ। କୋରୋନା ଠୁ ଦୁରରେ ରହିବାକୁ ଥାନାସ୍ତରରେ ହୋଇଛି ଏମିତି ବ୍ୟବସ୍ଥା। ଡିଜିଙ୍କ ନିର୍ଦ୍ଦେଶ ପରେ ବେକାବୁ କୋରୋନାରୁ ବର୍ତ୍ତିବାକୁ ଆଗଧାଡିର ଯୋଦ୍ଧା ପୋଲିସ କର୍ମଚାରୀଙ୍କ ପାଇଁ ହୋଇଛି ସୁବିଧା ସୁଯୋଗ।

ଏଥିସହ 24 ଘଣ୍ଟା ଆଲର୍ଟ ପିସିଆରରେ ରହୁଥିବା କର୍ମଚାରୀଙ୍କ ପାଇଁ ବି ଅନେକ ସୁବିଧା ହୋଇଛି।ଏଥିପାଇଁ ଦୁର୍ଘଟଣା ବା ଅଭିଯୁକ୍ତଙ୍କୁ ଧରୁଥିବା ପିସିଆର କର୍ମଚାରୀଙ୍କ ପାଇଁ ବଣ୍ଟନ ହୋଇଛି କିଟ । ଏନେଇ କିଟ ପିନ୍ଧି ସଂକ୍ରମିତ ଅଞ୍ଚଳ ହେଉ ବା ସାଧାରଣ ଲୋକେ କୋରୋନା ଠୁ ବର୍ତ୍ତି କିପରି ଲୋକଙ୍କ ସମସ୍ୟା ଦିଗରେ ସମାଧାନ ହୋଇପାରିବ ସେ ନେଇ ହୋଇଛି ସୁବିଧା ସୁଯୋଗ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.