ETV Bharat / city

ଧାରଣାସ୍ଥଳରୁ ଏଏନଏମ କର୍ମୀଙ୍କୁ ବଳପୂର୍ବକ ଉଠାଇ ଦେଲା ପୋଲିସ

author img

By

Published : Jan 23, 2021, 12:48 PM IST

Updated : Jan 23, 2021, 12:58 PM IST

ଏଏନଏମ କର୍ମୀଙ୍କୁ ଉଠେଇନେଲା ପୋଲିସ । ପୋଲିସ ଧାରଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଠିଯିବାକୁ କହିଥିଲା। କିନ୍ତୁ ସେମାନେ ପୋଲିସ କଥା ନଶୁଣିବାରୁ ଜୋର ଜବରଦସ୍ତି ପୋଲିସ ଉଠାଇ ନେଇଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

ଧାରଣାସ୍ଥଳରୁ ଏଏନଏମ କର୍ମୀଙ୍କୁ ବଳପୂର୍ବକ ଉଠାଇ ଦେଲା ପୋଲିସ
ଧାରଣାସ୍ଥଳରୁ ଏଏନଏମ କର୍ମୀଙ୍କୁ ବଳପୂର୍ବକ ଉଠାଇ ଦେଲା ପୋଲିସ

ଭୁବନେଶ୍ବର: ଗାନ୍ଧୀ ମାର୍ଗରୁ ଏଏନଏମ କର୍ମୀଙ୍କୁ ଉଠେଇନେଲା ପୋଲିସ । ଆଜି(ଶନିବାର) ସକାଳୁ ସକାଳୁ ପୋଲିସ ଧାରଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଠିଯିବାକୁ କହିଥିଲା। କିନ୍ତୁ ସେମାନେ ପୋଲିସ କଥା ନଶୁଣିବାରୁ ଜୋର ଜବରଦସ୍ତି ପୋଲିସ ଉଠାଇ ନେଇଥିବା ଦେଖିବାକୁ ମିଳିଛି ।

ବିଭିନ୍ନ ଦାବି ନେଇ ଦୀର୍ଘ 62 ଦିନ ହେବ ଧାରଣାରେ ବସିଥିଲା ଏଏନଏମ କର୍ମୀ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ଦୁଷ୍ଟିରେ ରଖି ଆଗରୁ ପୋଲିସ ଏଭଳି କାର୍ଯ୍ୟ ହାତକୁ ନେଇଛି। ସେପଟେ ଆମେ ସାଧାରଣତନ୍ତ୍ର ଦିବସକୁ ପୂର୍ଣ୍ଣ ସମ୍ମାନ ଦେଇଥିଲୁ କିନ୍ତୁ ପୋଲିସ ଏଭଳି ଜୋର ଜବରଦସ୍ତି କାଯ୍ୟ ନିନ୍ଦନୀୟ ବୋଲି କହିଛନ୍ତି ଏଏନଏମ କର୍ମୀ।

ସୂଚନାଯୋଗ୍ୟ କି, ବିଭିନ୍ନ ଦାବି ନେଇ ଦୀର୍ଘ 62 ଦିନ ହେବ ଧାରଣାରେ ବସିଥିଲେ ଏଏନଏମ କର୍ମୀ। ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ଦୁଷ୍ଟିରେ ରଖି ଆଗରୁ ପୋଲିସ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଥିବା ଜଣାପଡିଛି। ସେପଟେ ଆମେ ସାଧାରଣତନ୍ତ୍ର ଦିବସକୁ ପୂର୍ଣ୍ଣ ସମର୍ଥନ ଦେଇଥିଲୁ କିନ୍ତୁ ପୋଲିସ ଏଭଳି ଜୋର ଜବରଦସ୍ତି କାର୍ଯ୍ୟ ନିନ୍ଦନୀୟ ବୋଲି କହିଛନ୍ତି ଏଏନଏମ କର୍ମୀ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Last Updated : Jan 23, 2021, 12:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.