ETV Bharat / city

'ପୋଲିସ ସରକାରଙ୍କ ରକ୍ଷକ ହେଉ ଭକ୍ଷକ ନସାଜୁ'

author img

By

Published : Sep 8, 2019, 4:22 AM IST

ଶନିବାର ରାଜମହଲ ଛକଠାରେ ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣାକୁ ନେଇ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ନିଜ ମତ ରଖିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: 'ପୋଲିସ ସରକାରଙ୍କ ରକ୍ଷକ ହେଉ ଭକ୍ଷକ ନସାଜୁ ।' ଟ୍ରାଫିକ ଚେକିଂକୁ ନେଇ ଶନିବାର ରାଜମହଲ ଛକରେ ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ମୁହାଁମୁହିଁ ଘଟଣାକୁ ନେଇ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ଏପରି ମତ ରଖିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ସାରା ଦେଶରେ ଲାଗୁ ହୋଇଥିବା ନୂଆ ଟ୍ରାଫିକ ନିୟମ ଦ୍ବାରା ଜନସାଧାରଣ ମୋଟା ଅଙ୍କର ଜୋରିମାନା ଗଣୁଛନ୍ତି । ଶନିବାର ସାଧାରଣ ଲୋକେ ପୋଲିସ ଭ୍ୟାନ ଠାରୁ ଆରମ୍ଭ କରି ସରକାରୀ ଗାଡିର କାଗଜ ପତ୍ର ମାଗିଥିଲେ । ଯାହାଫଳରେ ଶନିବାର ରାଜମହଲ ଛକଠାରେ ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପୋଲିସ ସାଧାରଣ ଲୋକଙ୍କ ଉପରେ ଆଖିବୁଜା ଲାଠି ଚାଳନା କରିଥିଲା ।

ତେବେ ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯାଉଥିବା ବେଳେ ବହୁ ବୁଦ୍ଧିଯିବି ଏହାକୁ ନେଇ ନିଜର ମତ ରଖିଥିଲେ । ଯଦି ସରକାର ନିୟମ କରୁଛନ୍ତି ପ୍ରଥମେ ସରକାର ନିଜ ଉପରେ ଭଲ ଭାବରେ ଲାଗୁ କରନ୍ତୁ । ତାପରେ ସାଧାରଣ ଲୋକଙ୍କ ଉପରେ ଲାଗୁ କଲେ ଭଲ ବୋଲି ବହୁ ବୁଦ୍ଧିଯିବି ମତ ରଖୁଛନ୍ତି ।

ଅନ୍ୟପଟେ ବିଜେପି ନେତା ସମୀର ମହାନ୍ତି କହିଛନ୍ତି, ନିୟମ ଲୋକେ ମାନିବେ କିନ୍ତୁ ରାଜ୍ୟ ସରକାର ପ୍ରଥମେ ନିଜେ ସୁଧୁରି ଯାଆନ୍ତୁ । ନିଜ ସରକାରୀ ଅଫିସର କାଗଜ ପତ୍ର ଠିକ୍‌ କରନ୍ତୁ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ପୋଲିସ ସରକାର ଙ୍କ ରକ୍ଷାକ ହେଉ ଭକ୍ଷକ ନ ସାଜୁ : ସମୀର ମହାନ୍ତି
ଟ୍ରାଫିକ ଚେକିଂ କୁ ନେଇ ଆଜି ରାଜ ରାସ୍ତା ର ରାଜମହଲ ଛକ ରେ ଯେଉଁଭଳି ଉତେଜନା ଦେଖିବା କୁ ମିଳିଥିଲା ଓ ତା ସାଙ୍ଗ କୁ ପୋଲିସ ର ଆଖି ମୁଜା ଲାଠି ଚାଲଣା ତାହା ଏବେ ବି ସବୁ ମହଲ ରେ ଏକ ଚର୍ଚ୍ଚା ର ବିସୟ ପାଲଟି ଯାଇଛି। ଅନ୍ୟ ପଟେ ଏବେ ସାଧାରଣ ଲୋକେ ପୋଲିସ ଭ୍ୟାନ ଠାରୁ ସରକାରୀ ଗାଡି ର କାଗଜ ପତ୍ର ଓଲଟା ମାଗିଲେଣି। ଯଦି ସରକାର ନିୟମ କରୁଛନ୍ତି ପ୍ରଥମେ ସରକାର ନିଜ ଉପରେ ଭଲ ଭାବରେ ଲାଗୁ କରନ୍ତୁ ତା ପରେ ସାଧାରଣ ଲୋକଙ୍କ ଉପରେ ଲାଗୁ କଲେ ଭଲ ବୋଲି ବହୁ ବୁଦ୍ଧିଯିବି ମତ ରଖୁଛନ୍ତି।ଅନ୍ୟ ପଟେ ବିଜେପି ନେତା ସମୀର ମହାନ୍ତି କହିଛନ୍ତି ନିୟମ ଲୋକେ ମାନିବେ କିନ୍ତୁ ରାଜ୍ୟ ସରକାର ପ୍ରଥମେ ନିଯେ ସୁଧୀରି ଯାଆନ୍ତୁ। ନିଜ ସରକାରି ଅଫିସ ର କାଗଜ ପତ୍ର ଠିକ କରନ୍ତୁ। ଲୋକଙ୍କୁ ମାଡ଼ ମାରି ସୁଧାରିବା କୁ ଚେଷ୍ଟା ନ କରିବା ଭଲ ଓ ଅନ୍ୟ ପଟେ ସେହି ସମୟରେ କାର୍ଯ୍ୟର୍ତ ସାମ୍ବାଦିକ ମାନଙ୍କୁ ମାଡ଼ ମାରିବା ଏକ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି।

Body:ପୋଲିସ ସରକାର ଙ୍କ ରକ୍ଷାକ ହେଉ ଭକ୍ଷକ ନ ସାଜୁ : ସମୀର ମହାନ୍ତି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.