ETV Bharat / city

6 ମାସ ବଢିଲା ପୋଲିସ ଡିଜି ଅଭୟଙ୍କ କାର୍ଯ୍ୟକାଳ - Police DGP Abhay

ଆହୁରି 2 ବର୍ଷ ବଢିଲା ପୋଲିସ ଡିଜିପି ଅଭୟଙ୍କ କାର୍ଯ୍ୟକାଳ

author img

By

Published : Mar 18, 2020, 4:22 PM IST

Updated : Mar 18, 2020, 8:07 PM IST

16:00 March 18

6 ମାସ ବଢିଲା ପୋଲିସ ଡିଜି ଅଭୟଙ୍କ କାର୍ଯ୍ୟକାଳ

ଆହୁରି 2 ବର୍ଷ ବଢିଲା ପୋଲିସ ଡିଜିପି ଅଭୟଙ୍କ କାର୍ଯ୍ୟକାଳ
ଆହୁରି 2 ବର୍ଷ ବଢିଲା ପୋଲିସ ଡିଜିପି ଅଭୟଙ୍କ କାର୍ଯ୍ୟକାଳ

ଭୁବନେଶ୍ବର: ପୋଲିସ ଡିଜି ଅଭୟଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। 6 ମାସ ବୃଦ୍ଧି ହୋଇଛି ତାଙ୍କ କାର୍ଯ୍ୟକାଳ ଅବଧି । 31 ଡିସେମ୍ବର 2021 ପର୍ଯ୍ୟନ୍ତ ଡିଜିପି ଅଭୟଙ୍କ କାର୍ଯ୍ୟକାଳକୁ ବଢାଇ ଦିଆଯାଇଛି । ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଓ କେନ୍ଦ୍ରୀୟ ଲୋକସେବା ଆୟୋଗଙ୍କ ସୁପାରିଶ ଅନୁସାରେ ଆଗାମୀ 2 ବର୍ଷ ଯାଏଁ ଅଭୟ ରାଜ୍ୟର ପୋଲିସ ଡିଜି ପଦରେ ରହିବେ।

ପୂର୍ବରୁ ଡିଜିପି ଦାୟିତ୍ବରେ ଥିବା ବିକେ ଶର୍ମାଙ୍କୁ ଅବ୍ୟାହତି ଦିଆଯିବା ପରେ ୧୯୮୬ ବ୍ୟାଚ୍‌ର ଆଇପିଏସ ଅଭୟଙ୍କୁ  ଡିଜିପି ଭାବେ ନିଯୁକ୍ତ କରିଥିଲେ ରାଜ୍ୟ ସରକାର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 18, 2020, 8:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.