ETV Bharat / city

ଆଜି ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କୋରୋନା ଆଲୋଚନା - video conferencing

ଲାକଡାଉନ ଓ କୋରୋନା ମୁକାବିଲା ନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। ଅଧିକ ଖବର ପଢନ୍ତୁ...

_lockdown
ଆଜି ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କୋରୋନା ଆଲୋଚନା
author img

By

Published : Apr 11, 2020, 11:13 AM IST

ଭୁବନେଶ୍ବର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲକଡାଉନ ଓ କୋରୋନା ମୁକାବିଲା ନେଇ ହେବ ଆଲୋଚନା।

ଏହି ଅବସରରେ ରାଜ୍ୟ ସରକାର ନେଇଥିବା ଆଗୁଆ ପଦକ୍ଷେପ ସମ୍ପର୍କରେ ଅବଗତ କରିବେ ମୁଖ୍ୟମନ୍ତ୍ରୀ। ଏଥିସହିତ କିଛି ଆର୍ଥିକ ସହାୟତା ଦାବି କରିପାରନ୍ତି। ଲକଡାଉନ ଅବଧି ଯଦିଓ ଓଡିଶା ସରକାର ବଢ଼ାଇଛନ୍ତି, ତେବେ କେନ୍ଦ୍ର ସରକାର କଣ କରିବା ଠିକ୍ ହେବ ସେନେଇ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ମତ ଲୋଡିବେ ମୋଦି। ଏହାସହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ୍ୟ ଆଲୋଚନା ହେବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.