ETV Bharat / city

ଯୁକ୍ତତିନି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ: ବିରୋଧ ବେଳେ 100ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉଠାଇ ନେଲା ପୋଲିସ

author img

By

Published : Feb 24, 2022, 10:24 PM IST

ତେଜିଲା ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଅନଲାଇନରେ ପାଠପଢ଼ା ଅନଲାଇନରେ ପରୀକ୍ଷା କରିବା ନେଇ ଦାବି । ଅଧିକ ପଢନ୍ତୁ

ଯୁକ୍ତତିନି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ : ବିରୋଧ ବେଳେ 100ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ବର : ତେଜିଲା ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଅନଲାଇନରେ ପାଠପଢ଼ା ଅନଲାଇନରେ ପରୀକ୍ଷା। ପରୀକ୍ଷାକୁ ନେଇ ଦିନକୁ ଦିନ ତେଜୁଛି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ।

କୋରୋନା ମହାମାରୀ ସମୟରେ କ୍ଳାସ ହୋଇନଥିବା ବେଳେ ଅନଲାଇନରେ ହୋଇଥିଲା ପାଠପଢ଼ା। ତେଣୁ ପରୀକ୍ଷା ଅନଲାଇନରେ କରାଯାଉ । ଏନେଇ ଆଜି(ଗୁରୁବା) ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ରାଜ୍ୟର ଅନେକ କଲେଜରୁ ଆସିଥିବା ଛାତ୍ରଛାତ୍ରୀମାନେ ଧାରଣ ଦେବା ସହ ଅଫଳାଇନ ପରୀକ୍ଷାକୁ ବିରୋଧ କରିଥିଲେ।

ଏହାବି ପଢନ୍ତୁ : ସଙ୍କଟ ମୋଚକ ହେବକି ଭାରତ, ଆଜି ପୁଟିନଙ୍କ ସହ କଥା ହେବେ ମୋଦି!

ଫଳରେ ସମ୍ପୂର୍ଣ୍ଣ ଭାବରେ ରାସ୍ତା ଅବରୋଧ କରି ବିରୋଧ କରିଥିଲେ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୋଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂଘର୍ଷ ପରେ ଅନେକ ଛାତ୍ରଛାତ୍ରୀମାନେ ଛତ୍ରଭଙ୍ଗ ଲରିଥିଲେ। 100ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପୋଲିସ ଉଠାଇ ନେଇଛି । ଅନଲାଇନ ପରୀକ୍ଷା କରିବା ପାଇଁ ବିଭାଗ ଏହାର ବ୍ୟବସ୍ଥା କରୁ। ଯାହା ଦୀର୍ଘ ଦିନ ଧରି ଅଭିଯୋଗ କରିଆସୁଥିବା ବେଳେ ବିଭାଗ କୌଣସି ନିଷ୍ପତ୍ତି ନେଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ଯୁକ୍ତ ତିନି ଛାତ୍ରଛାତ୍ରୀ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.