ETV Bharat / city

+2 ନାମଲେଖା ପାଇଁ 2ୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶିତ

+2 ନାମଲେଖା ପାଇଁ 2 ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ସାମସ୍ ପକ୍ଷରୁ ପ୍ରକାଶିତ ତାଲିକାରେ ଭୁବନେଶ୍ୱରର ବିଜେବି ଜୁନିୟର କଲେଜ, ବିଜ୍ଞାନରେ ରେଭେନ୍ସା ଜୁନିୟର କଲେଜ ଏବଂ ବିଜ୍ଞାନରେ ରେଭେନ୍ସା ଜୁନିୟର କଲେଜର ନାମ ରହିଛି ।

ଫାଇଲ ଫଟୋ
author img

By

Published : Jul 13, 2019, 8:54 PM IST

Updated : Jul 13, 2019, 9:32 PM IST

ଭୁବନେଶ୍ବର: ଶନିବାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+2 କଲେଜ)ର 2ୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ସାମସ୍ ପକ୍ଷରୁ ପ୍ରକାଶିତ ତାଲିକାରେ ରାଜ୍ୟର 3ଟି କଲେଜର ନାମ ରହିଛି ।

ପ୍ରକାଶିତ ତାଲିକାନୁସାରେ, ୨ୟ ପର୍ଯ୍ୟାୟ କଟ ଅଫ ମାର୍କରେ ଭୁବନେଶ୍ୱରର ବିଜେବି ଜୁନିୟର କଲେଜରେ ସାଧାରଣ ବର୍ଗ ପାଇଁ ୭୦.୪ ପ୍ରତିଶତ, ଅନୁସୂଚିତ ଜାତି ବର୍ଗ ପାଇଁ ୬୦.୩୩ ଓ ଅନୁସୂଚିତ ଜନଜାତି ପାଇଁ ୫୦ ପ୍ରତିଶତ ରହିଛି ।

OD_BBSR_2ND PHASE CUT OFF MARK LIST PUBLISH
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଜ୍ଞାନରେ ରେଭେନ୍ସା ଜୁନିୟର କଲେଜ ରହିଛି । ଏଠାରେ ସାଧାରଣ ବର୍ଗଙ୍କ ପାଇଁ ୮୯.୨ ପ୍ରତିଶତ, ଅନୁସୂଚିତ ଜାତି ବର୍ଗ ପାଇଁ ୭୯.୩୩ ଓ ଅନୁସୂଚିତ ଜନଜାତି ପାଇଁ ୬୦.୫ ପ୍ରତିଶତ ରହିଛି । ଏହି କ୍ରମରେ ବାଣିଜ୍ୟରେ ତାଳଚେର ଜୁନିୟର କଲେଜ ରହିଛି । ସେଠାରେ ସାଧାରଣ ବର୍ଗ ପାଇଁ କଟ ଅଫ ମାର୍କ ରହିଛି ୭୫.୮୩ ପ୍ରତିଶତ ।

OD_BBSR_2ND PHASE CUT OFF MARK LIST PUBLISH
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦ୍ୱିତୀୟ ପର୍ଯ୍ୟାୟରେ ୨୭ ହଜାର ୫୯୧ ଜଣ ଛାତ୍ରଛାତ୍ରୀ ଚୟନ ହୋଇଥିବାବେଳେ ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୫ ରୁ ୧୭ ମଧ୍ୟରେ ଅନୁଷ୍ଠିତ ହେବ । ଜୁଲାଇ ୨୦ରେ ସ୍ପଟ ସିଲେକ୍ସନ ମେରିଟ ଲିଷ୍ଟ ପ୍ରକାଶ ପାଇବା ସହ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ନାମ ଲେଖାଯିବ । ଜୁଲାଇ ୨୯ ତାରିଖରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଯୁକ୍ତ ଦୁଇ ୨ୟ ପର୍ଯ୍ୟାୟ କଟ ଅଫ ମାର୍କ ତାଲିକା ପ୍ରକାଶିତ।

ସାରା ରାଜ୍ୟରେ ରହିଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୁଡିକର ନାମ ଲେଖା ଲେଖା ପାଇଁ ୨ୟ କଟ ଅଫ ମାର୍କ ପ୍ରକାସ ପାଇଛି। ସାମସ ପଖାୟାରୁ ୨ୟ ପର୍ଯ୍ୟାୟ କଟ ଅଫ ମାର୍କ ତାଲିକାରେ ରାଜ୍ୟରେ ୩ ଟି କଲେଜ ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ୨୭ହଜାର ୫୯୧ ଜଣ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି।

Body:

୨ୟ ପର୍ଯାୟ କଟ ଅଫ ମାର୍କ ରେ ଭୁବନେଶ୍ୱର ର ବିଜେବି ଜୁନିୟର କଲେଜରେ ସାଧାରଣ ବର୍ଗ ପାଇଁ ୭୦.୪ ପ୍ରତିଶତ , ଅନୁସୂଚିତ ଜାତି ବର୍ଗ ପାଇଁ ୬୦.୩୩ ଓ ଅନୁସୂଚିତ ଜନଜାତି ପାଇଁ ୫୦ପ୍ରତିଶତ ରହିଛି।

ଦ୍ୱିତୀୟ ପର୍ଯାୟ ରେ ବିଜ୍ଞାନ ରେ ରେଭେନ୍ଶା ଜୁନିୟର କଲେଜ ରହିଛି। ସାଧାରଣ ବର୍ଗ ପାଇଁ ୮୯.୨ ପ୍ରତିଶତ , ଅନୁସୂଚିତ ଜାତି ବର୍ଗ ପାଇଁ ୭୯.୩୩ ଓ ଅନୁସୁୟିତ ଜନଜାତି ପାଇଁ ୬୦.୫ ପ୍ରତିଶତ ରହିଛି। ସେବିଭଳି ଭାବରେ ବାଣିଜ୍ୟ ବିଷୟରେ ତାଳଚେର ଜୁନିୟର କଲେଜ ରହିଛି। ସାଧାରଣ ବର୍ଗ ପାଇଁ କଟ ଅଫ ମାର୍କ ରହିଛି ୭୫.୮୩ ପ୍ରତିଶତ ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ୨୭ ହଜାର ୫୯୧ ଜଣ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି।
ଦ୍ୱିତୀୟ ପର୍ଯ୍ୟାୟରେ ମେରିଟ ଲିଷ୍ଟରେ ସ୍ଥାନ ପାଇ ଥିବା ଯୋଗ୍ୟ ଛାତ୍ର ଛାତ୍ରଙ୍କବଲ ନାମ ଲେଖା ଜୁଲାଇ ୧୫ ରୁ ୧୭ ମଧ୍ୟରେ ଅନୁଷ୍ଠିତ ହେବ।
ଜୁଲାଇ ୨୦ ରେ ସ୍ପଟ ସିଲେକ୍ସନ ମେରିଟ ଲିଷ୍ଟ ପ୍ରକାଶ ପାଇବା ସହ ୨୫ ତାରିଖ ରୁ ୨୭ ତାରିଖ ପର୍ଯ୍ୟନ୍ତ ନାମ ଲେଖା କରାଯିବ। ଜୁଲାଇ ୨୯ ତାରିଖ ରୁ ଯୁକ୍ତ ଦୁଇ ପାଠ ପଢା ଆରମ୍ଭ ହେବ।

Conclusion:
Last Updated : Jul 13, 2019, 9:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.