ETV Bharat / city

ସରିଲା ଯୁକ୍ତ ଦୁଇ ପ୍ରଥମ ଦିନର ପରୀକ୍ଷା, ଆଗକୁ ରହିଛି କଷ୍ଟସାଧ୍ୟ ବିଷୟ - ଯୁକ୍ତ ଦୁଇ ପ୍ରଥମ ଦିନର ପରୀକ୍ଷା ଶେଷ

ସରିଲା ଯୁକ୍ତ ଦୁଇ ପ୍ରଥମ ଦିନର ପରୀକ୍ଷା, ଆଗକୁ ରହିଛି କଷ୍ଟସାଧ୍ୟ ବିଷୟ। ପ୍ରଥମ ଦିନରେ ବିଜ୍ଞାନ ବିଷୟର ମାତୃଭାଷାରେ ପରୀକ୍ଷା ସରିଛି। ଭଲ ପ୍ରଶ୍ନ ପଡିଥିବାବେଳେ ପ୍ରଶ୍ନ ପତ୍ର ଭଲ ହେଇଛି ବୋଲି କୁହନ୍ତି ପରିକ୍ଷାର୍ଥୀ । ଅଧିକ ଖବର ପଢନ୍ତୁ...

plus two exam
ସରିଲା ଯୁକ୍ତ ଦୁଇ ପ୍ରଥମ ଦିନର ପରୀକ୍ଷା, ଆଗକୁ ରହିଛି କଷ୍ଟସାଧ୍ୟ ବିଷୟ
author img

By

Published : Mar 3, 2020, 2:59 PM IST

ଭୁବନେଶ୍ବର: ସରିଲା ଯୁକ୍ତ ଦୁଇ ବିଜ୍ଞାନର ପ୍ରଥମ ଦିନର ମାତୃଭାଷା ପରୀକ୍ଷା । ଛାତ୍ରଛାତ୍ରୀଙ୍କ ମନରେ ଯେତିକି ଉତ୍କଣ୍ଠା ଦେଖିବାକୁ ମିଳିଛି ସେତିକି ମଧ୍ୟ ଭୟ ରହିଛି। ଆଗକୁ ଆସୁଛି ଆହୁରି କଷ୍ଟସାଧ୍ୟ ବିଷୟ। ଯାହାକୁ ନେଇ ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରିବା ସହ ନିଜକୁ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି।

ସରିଲା ଯୁକ୍ତ ଦୁଇ ପ୍ରଥମ ଦିନର ପରୀକ୍ଷା, ଆଗକୁ ରହିଛି କଷ୍ଟସାଧ୍ୟ ବିଷୟ

ଆଗାମୀ ପାଳି ପରୀକ୍ଷାରେ ସଫଳ ହେବାକୁ ଚେଷ୍ଟା କରୁଛନ୍ତି ପରିକ୍ଷାର୍ଥୀ। ପରୀକ୍ଷା କେନ୍ଦ୍ରରେ କଡାକଡ଼ି ଭାବରେ ସୁରକ୍ଷା ରହିଥିବା ବେଳେ ଘଣ୍ଟା ଓ ମୋବାଇଲକୁ ପ୍ରବେଶ ନିଷେଧ କରିଥିଲେ କତ୍ତୃପକ୍ଷ ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.